PM to dedicate National Atomic Timescale and Bhartiya Nirdeshak Dravya to the Nation
PM to also lay Foundation Stone of National Environmental Standards Laboratory

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 4, 2021 ରେ ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ମେଟ୍ରୋଲୋଜି କନକ୍ଲେଭରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ । ସେ ‘ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ’ ଏବଂ ‘ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ’ ରାଷ୍ଟ୍ରକୁ ସମର୍ପିତ କରିବେ ଏବଂ ‘ଜାତୀୟ ପରିବେଶ ମାନକ ଲାବୋରେଟୋରୀ’ର ଆଧାରଶିଳା ରଖିବେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିବେ ।

ନ୍ୟାସନାଲ ଆଟୋମିକ ଟାଇମସ୍କେଲ 2.8 ନାନୋ ସେକେଣ୍ଡର ସଠିକତା ସହିତ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ସୃଷ୍ଟି କରୁଛି । ଆନ୍ତର୍ଜାତୀୟ ମାନକ ସହିତ ଗୁଣବତ୍ତାର ସୁନିଶ୍ଚିତତା ପାଇଁ ଲାବୋରେଟୋରୀଗୁଡିକର ପରୀକ୍ଷା ଏବଂ କ୍ରମାଙ୍କନକୁ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସମର୍ଥନ କରୁଛି । ଜାତୀୟ ପରିବେଶ ମାନକ ଲାବୋରେଟୋରୀ ପରିବେଶ ବାୟୁ ଏବଂ ଶିଳ୍ପ ନିର୍ଗମନ ମନିଟରିଂ ଉପକରଣର ପ୍ରମାଣପତ୍ରରେ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବ ।

କନକ୍ଲେଭ ବିଷୟରେ

କାଉନସିଲ ଅଫ ସାଇଣ୍ଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ-ନ୍ୟାସନାଲ ଫିଜିକାଲ ଲାବୋରେଟୋରୀ (CSIR-NPL) ଦ୍ଵାରା ଜାତୀୟ ମେଟ୍ରୋଲୋଜି କନକ୍ଲେଭ 2020 ଆୟୋଜିତ ହେଉଛି, ଯାହା ଏହାର 75 ତମ ବର୍ଷରେ ପ୍ରବେଶ କରୁଛି । କନକ୍ଲେଭର ବିଷୟବସ୍ତୁ ‘ରାଷ୍ଟ୍ରର ଅଭିବୃଦ୍ଧି ପାଇଁ ମେଟ୍ରୋଲୋଜି’ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership