ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୭ ନଭେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୦ ଟା ସମୟରେ ୮୨ ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସ (ଏଆଇପିଓସି) ହେଉଛି ଭାରତର ବିଧାନସଭାର ସର୍ବୋଚ୍ଚ ସଂସ୍ଥା ଯିଏ କି ୨୦୨୧ ମସିହାରେ ତାହାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି । ଏଆଇପିଓସିର ଶହେ ବର୍ଷ ଅବସରରେ ୮୨ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀ ୧୭-୧୮ ନଭେମ୍ବର, ୨୦୨୧ ରେ ଶିମଲାରେ ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ସମ୍ମିଳନୀ ୧୯୨୧ ରେ ଶିମଳାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଲୋକସଭାର ବାଚସ୍ପତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭାର ଉପ ସଭାପତି ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi's record run: Assessing 12 years of governance and change

Media Coverage

PM Modi's record run: Assessing 12 years of governance and change
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance