ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୩ ତମ ଗଣତନ୍ତ୍ର ଦିବସ ଅବସରରେରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ନେପାଳର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ତୁମର ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଆମର ସ୍ଥିର ତଥା ଦୃଢ ବନ୍ଧୁତାକୁ ଶକ୍ତି ଯୋଗାଇବା ପାଇଁ ଅେମେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବା ।”

ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଗଣତନ୍ତ୍ର ଦିବସରେ ତୁମର ଶୁଭେଚ୍ଛା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ଭୁଟାନ ସହିତ ଭାରତ ଏହାର ଅନନ୍ୟ ତଥା ଚିରସ୍ଥାୟୀ ବନ୍ଧୁତାକୁ ଗଭୀର ଭାବେ ଗୁରୁତ୍ୱ ଦେଉଛି । ଭୁଟାନର ସରକାର ତଥା ଲୋକଙ୍କ ପାଇଁ ତାସି ଡେଲେକ । ଆମର ସମ୍ପର୍କ ଦୃଢରୁ ଅଧିକ ଦୃଢ ହେବାରେ ଲାଗିଛି ।”

 

 

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଧନ୍ୟବାଦ ପ୍ରଧାନମନ୍ତ୍ରୀ ରାଜପକ୍ଷେ । ଉଭୟ ଦେଶ ସ୍ୱାଧୀନତାର ୭୫ ବର୍ଷର ମାଇଲଖୁଣ୍ଟ ପାଳନ କରୁଥିବାରୁ ଏହି ବର୍ଷ ସ୍ୱତନ୍ତ୍ର ଅଟେ । ଆମ ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେଉ ।

 

ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ଗଣତନ୍ତ୍ର ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନାଫତାଲିବେନେଟଙ୍କୁ ଧନ୍ୟବାଦ । ଗତ ନଭେମ୍ବରରେ ଅନୁଷ୍ଠିତ ଆମର ବୈଠକ ମୋର ମନେ ଅଛି । ମୋର ବିଶ୍ୱାସ ଅଛି ଯେ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀ ଆପଣଙ୍କ ଦୂରଦୃଷ୍ଟି ଆଭିମୁଖ୍ୟରେ ଆଗକୁ ବଢିବ ।”

 

 

 In response to a tweet by PM of Maldives, the Prime Minister said;

Thank you President @ibusolih for your warm greetings and good wishes.

 

In response to a tweet by PM of Mauritius, the Prime Minister said;

Thank you Prime Minister @JugnauthKumar for your warm wishes. The exceptional and multifaceted partnership between our countries continues to grow from strength to strength.

 

In response to a tweet by PM of Australia, the Prime Minister said;

Wishing my dear friend @ScottMorrisonMP and the people of Australia a very happy Australia Day. We have much in common, including love for democracy and cricket!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's new FTA playbook looks beyond trade and tariffs to investment ties

Media Coverage

India's new FTA playbook looks beyond trade and tariffs to investment ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 14, 2026
January 14, 2026

Viksit Bharat Rising: Economic Boom, Tech Dominance, and Cultural Renaissance in 2025 Under the Leadership of PM Modi