ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନରୁ ଆମେ ସାହସ ଏବଂ ସଂକଳ୍ପର ଏକ ଅସାଧାରଣ ପ୍ରେରଣା ପାଇଛୁ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦେଶବାସୀଙ୍କ ମଧ୍ୟରେ ଦେଶ ପ୍ରତି ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାର ଭାବନା ସୃଷ୍ଟି କରିଥାଏ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ବାଣ୍ଟିଥିଲେ –
‘‘ବିଚିତ୍ର ଚରିତୋଳ୍ଳେଖ ଚମତ୍ମାରିତଚେତନମ୍ ।
ପ୍ରାପ୍ତନେ କି ୟଶଃ ଶଭ୍ରମଣ୍ଡଗିକୃତ୍ୟ ସାହସମ୍ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନ ଆମକୁ ଏକ ଚମତ୍କାର ସାହସ ଏବଂ ଧୈର୍ଯ୍ୟର ଭାବନା ସହିତ ପ୍ରେରଣା ଦେଇଥାଏ। ଏହା ଦେଶବାସୀଙ୍କ ମଧ୍ୟରେ ରାଷ୍ଟ୍ର ପ୍ରତି ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବାର ଭାବନା ମଧ୍ୟ ଜାଗ୍ରତ କରିଥାଏ।
‘‘ବିଚିତ୍ର ଚରିତୋଳ୍ଳେଖ ଚମତ୍ମାରିତଚେତନମ୍ ।
ପ୍ରାପ୍ତନେ କି ୟଶଃ ଶଭ୍ରମଣ୍ଡଗିକୃତ୍ୟ ସାହସମ୍ ।।’’
महान स्वतंत्रता सेनानी श्यामजी कृष्ण वर्मा के जीवन से हमें साहस और हौसले की अद्भुत प्रेरणा मिलती है। यह देशवासियों में राष्ट्र के प्रति अपने कर्तव्यों के निर्वहन की भावना भी भरता है।
— Narendra Modi (@narendramodi) March 30, 2026
विचित्रचरितोल्लेखचमत्कारितचेतनम्।
प्राप्यते किं यशः शुभ्रमनङ्गीकृत्य साहसम्॥ pic.twitter.com/fAOJ1KTnSL


