ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜ୍ଞାନ, ବୁଦ୍ଧି ଏବଂ ଦୂରଦୃଷ୍ଟି ଭଳି ଗୁଣ ଜୀବନରେ ସଫଳତାର ମୂଳଦୁଆ। ସେ ଉଲ୍ଲେଖ କରିଥିଲେ ଯେ ଏହି ଗୁଣଗୁଡ଼ିକ ଦ୍ୱାରା ସମୃଦ୍ଧ ଜଣେ ବ୍ୟକ୍ତି ସବୁଠାରୁ କଠିନ ଆହ୍ୱାନଗୁଡ଼ିକୁ ମଧ୍ୟ ଅତିକ୍ରମ କରି ବିଜୟୀ ହେବାରେ ସକ୍ଷମ ହୋଇଥାନ୍ତି।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –

‘‘ଶାସ୍ତ୍ରୋ ପ୍ରତିଷ୍ଠା ସହଜଶ୍ଚ ବୋଧଃ ପ୍ରଗଳ୍ପମଭ୍ୟସ୍ତଗୁଣା ଚ ବାଣୀ ।

କାଳାନୁରୋଧଃ ପ୍ରତିଭାନବତ୍ବମେତେ ଗଣାଃ କାମଦୁଧାଃ କ୍ରିୟାସୁ ।।’’

ସୁଭାଶିତମ୍ ପ୍ରକାଶ କରେ ଯେ ବିଷୟର ପ୍ରାମାଣିକ ଜ୍ଞାନ, ପ୍ରାକୃତିକ ବିଚକ୍ଷଣତା, ନିର୍ଭୀକ ଆତ୍ମବିଶ୍ୱାସ, ଅଭ୍ୟାସ ମାଧ୍ୟମରେ ପରିମାର୍ଜିତ ଶକ୍ତିଶାଳୀ ଭାଷଣ, ସମୟର ଆବଶ୍ୟକତାକୁ ଚିହ୍ନିବା ପାଇଁ ଦୂରଦୃଷ୍ଟି ଏବଂ ସର୍ବଦା ନୂତନ ଜ୍ଞାନ, ଏହି ଛଅଟି ଗୁଣ ମନୁଷ୍ୟର ପ୍ରତ୍ୟେକ ପ୍ରୟାସରେ 'କାମଧେନୁ' ପରି ପ୍ରମାଣିତ ହୁଏ, ଯାହା ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି

"ଜ୍ଞାନ, ବୁଦ୍ଧି ଏବଂ ଦୂରଦୃଷ୍ଟି ଭଳି ସଦଗୁଣ ଜୀବନରେ ସଫଳତାର ଚାବିକାଠି। ସେମାନଙ୍କ ଦ୍ୱାରା ସମୃଦ୍ଧ ବ୍ୟକ୍ତି ସବୁଠାରୁ କଠିନ ଆହ୍ୱାନରେ ମଧ୍ୟ ବିଜୟୀ ହୋଇଥାନ୍ତି।

‘‘ଶାସ୍ତ୍ରୋ ପ୍ରତିଷ୍ଠା ସହଜଶ୍ଚ ବୋଧଃ ପ୍ରଗଳ୍ପମଭ୍ୟସ୍ତଗୁଣା ଚ ବାଣୀ ।

କାଳାନୁରୋଧଃ ପ୍ରତିଭାନବତ୍ବମେତେ ଗଣାଃ କାମଦୁଧାଃ କ୍ରିୟାସୁ ।।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to Mahanayak Uttam Kumar on his birth centenary
September 03, 2026

Prime Minister Shri Narendra Modi today paid tributes to legendary actor Mahanayak Uttam Kumar on his birth centenary. The Prime Minister described him as a legend whose timeless performances continue to connect with people across generations. He also shared his remarks about the iconic actor from a recent
Mann Ki Baat broadcast.

In a post on X, the Prime Minister shared:

"Mahanayak Uttam Kumar...a legend whose timeless performances connect with people across generations.

Tributes on his birth centenary.

Also sharing what I spoke about him during #MannKiBaat last Sunday.

মহানায়ক উত্তম কুমার... এক কিংবদন্তি যাঁর কালজয়ী পরিবেশনা প্রজন্মান্তরের মানুষের সঙ্গে সংযোগ স্থাপন করে চলেছে।

তাঁর জন্মশতবার্ষিকীতে শ্রদ্ধাঞ্জলি।

গত রবিবার #MannKiBaat অনুষ্ঠানে আমি তাঁর সম্পর্কে যা বলেছিলাম, তাও শেয়ার করছি।"