ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧରିତ୍ରୀ ମାତାଙ୍କ ଆଶୀର୍ବାଦ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।
‘‘ଅସ୍ମେ ବୋ ଅସ୍ତିବନ୍ଦ୍ରିୟମସ୍ମେ ନୃମ୍ଣମୃତ କ୍ରତୁରସ୍ମେ ବଞ୍ଚାସି ସନ୍ତୁ ବଃ ।
ନମୋ ମାତ୍ରେ ପୃଥିବ୍ୟେ ନମୋ ମାତ୍ରେ ପୃଥିବ୍ୟା ଇୟନ୍ତେ ରାଡ୍ ୟନ୍ତୋସି ୟମନେ ଧ୍ରୁବୋସି ଧରୁଣଃ କୃଷ୍ୟେ ତ୍ବା କ୍ଷମାୟ ତ୍ବା ରସ୍ୟେ ତ୍ବା ପୋଷାୟ ତ୍ବା ।। ’’
ସୁଭାଷିତମ୍ ସୂଚିତ କରେ, "ଆମେ ପୃଥିବୀ ମାତାଙ୍କୁ ପ୍ରଣାମ କରୁ, ଯାହାଙ୍କଠାରୁ ଆମେ ଧନ ଏବଂ ଜୀବନ ପାଇଁ ଅତ୍ୟାବଶ୍ୟକ ସାଧନ ପାଇଥାଉ। ଆପଣ ସ୍ଥିର, ସବୁକିଛି ବଜାୟ ରଖନ୍ତି ଏବଂ ସବୁକିଛି ସନ୍ତୁଳନରେ ରଖନ୍ତି । ଆମେ କୃଷି, ସମୃଦ୍ଧି ଏବଂ ଆମର ପୋଷଣ ପାଇଁ ଆପଣଙ୍କର ଆଶ୍ରୟ ଚାହୁଁଛୁ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
‘‘ଅସ୍ମେ ବୋ ଅସ୍ତିବନ୍ଦ୍ରିୟମସ୍ମେ ନୃମ୍ଣମୃତ କ୍ରତୁରସ୍ମେ ବଞ୍ଚାସି ସନ୍ତୁ ବଃ ।
ନମୋ ମାତ୍ରେ ପୃଥିବ୍ୟେ ନମୋ ମାତ୍ରେ ପୃଥିବ୍ୟା ଇୟନ୍ତେ ରାଡ୍ ୟନ୍ତୋସି ୟମନେ ଧ୍ରୁବୋସି ଧରୁଣଃ କୃଷ୍ୟେ ତ୍ବା କ୍ଷମାୟ ତ୍ବା ରସ୍ୟେ ତ୍ବା ପୋଷାୟ ତ୍ବା ।। ’’
अस्मे वोऽअस्त्विन्द्रियमस्मे नृम्णमुत क्रतुरस्मे वर्चांसि सन्तु वः।
— Narendra Modi (@narendramodi) February 10, 2026
नमो मात्रे पृथिव्यै नमो मात्रै पृथिव्याऽ इयन्ते राड् यन्तासि यमनो ध्रुवोसि धरुणः कृष्यै त्वा क्षेमाय त्वा रय्यै त्वा पोषाय त्वा॥ pic.twitter.com/yvqxMMPntU