ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଗୁରୁତ୍ୱାରୋପ କରିଛନ୍ତି ଯେ ସାମୂହିକ ସମର୍ପଣ ଏବଂ ପ୍ରୟାସ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ସ୍ଥିର ରହିଛି। ଏହି ଭାବନା ହିଁ ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଥିଲେ –

‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।

ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍‍ ।‘‘

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

"ସାମୂହିକ ସମର୍ପଣ ଏବଂ ଅଧ୍ୟବସାୟ ଦ୍ୱାରା ରାଷ୍ଟ୍ରର ସମୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ଏହି ଭାବନା ସମାଜକୁ ନୂତନ ଶକ୍ତି ପ୍ରଦାନ କରିଥାଏ ଏବଂ ବିକାଶର ସଂକଳ୍ପଗୁଡ଼ିକୁ ପୂରଣ କରିବାର ମାର୍ଗ ପ୍ରଶସ୍ତ କରିଥାଏ।

‘‘ଯତ୍ରୋତ୍ସାହସମାରମ୍ଭୋ ଯତ୍ରଳସ୍ୟବିହନତା ।

ନୟବିକ୍ରମ ସଂଯୋଗସ୍ତତ୍ର ଶ୍ରୀରଚଳା ଧ୍ରୁବମ୍‍ ।‘‘

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine