ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ର ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଇତିହାସର ଏହି ମୁହୂର୍ତ୍ତ ଦେଶକୁ ସ୍ମରଣ କରାଇ ଦେଉଛି ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ହାସଲ କରାଯାଇ ନଥାଏ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସାମୂହିକ ସଂକଳ୍ପ ଦ୍ୱାରା ଏହା ସୃଷ୍ଟି ହୋଇଥାଏ।

ଏହି ଭାବନାକୁ ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 'ଏକ୍ସ ’ ରେ ଏକ କାଳଜୟୀ' ସୁଭାଷିତମ୍’ ସେୟାର କରିଛନ୍ତି

"୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସ ଏବଂ ବୀରତ୍ବର ସହିତ ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ସେହି ମୁହୂର୍ତ୍ତ ଆମକୁ ମନେ ପକାଇ ଦିଏ ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ନୁହେଁ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସଂଗଠିତ ସଂକଳ୍ପ ଦ୍ୱାରା ଗଢ଼ି ଉଠିଥାଏ। ଆଜିର ସୁଭାଷିତମ୍ ଏହି ଭାବନାକୁ ପ୍ରକାଶ କରେ..."

‘‘ସାମର୍ଥ୍ୟମୂଳଂ ସ୍ବାତନ୍ତ୍ର ଶ୍ରମମୂଳଂ ଚ ବୈଭମ୍‍ ।

ନ୍ୟାୟମୂଳଂ ସୂରାଜ୍ୟଂ ସ୍ୟାତ୍‍ ସଡ୍ଘମୂଳଂ ମହାବଳମ୍‍ ।।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why India's ₹37,500 cr coal gasification push matters for its energy future

Media Coverage

Why India's ₹37,500 cr coal gasification push matters for its energy future
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India