ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କୁ ପ୍ରାର୍ଥନା କରି ତାଙ୍କର ସମସ୍ତ ଭକ୍ତ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ।
ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ନବରାତ୍ରୀରେ ଆଜି ମାତୃ ପ୍ରେମର ପ୍ରତୀକ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା କରାଯାଏ । ମା’ ତାଙ୍କର ସମସ୍ତ ଉପାସକଙ୍କୁ ନବଚେତନା ଏବଂ ନବସୃଜନର ଆଶୀର୍ବାଦ ଦିଅନ୍ତୁ, ଏହା ହିଁ କାମନା ।’
नवरात्रि में आज ममता की प्रतीक देवी स्कंदमाता की विशेष पूजा होती है। देवी मां अपने सभी उपासकों को नवचेतना और नवसृजन का आशीर्वाद दें, यही कामना है। pic.twitter.com/3AaL8N65Zk
— Narendra Modi (@narendramodi) October 19, 2023


