ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ଦିବସରେ ଶିକ୍ଷକମାନଙ୍କୁ ଆମ ଭବିଷ୍ୟତ ନିର୍ମାଣ ଏବଂ ପ୍ରେରଣାଦାୟକ ସ୍ୱପ୍ନ ଦେଖାଇବାରେ ସେମାନଙ୍କ ଅବିରତ ଉଦ୍ୟମ ଏବଂ ମହାନ୍ କାର୍ଯ୍ୟ ଲାଗି ଅଭିବାଦନ ଜଣାଇଛନ୍ତି ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି ।

ଗତକାଲି ଶିକ୍ଷକମାନଙ୍କ ସହ ହୋଇଥିବା ଆଲୋଚନା ବାବଦରେ ପ୍ରଧାନମନ୍ତ୍ରୀ ଆଲୋକପାତ ମଧ୍ୟ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଆମ ଭବିଷ୍ୟତ ଗଠନ ଏବଂ ପ୍ରେରଣାଦାୟକ ସ୍ୱପ୍ନରେ ଶିକ୍ଷକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଶିକ୍ଷକ ଦିବସରେ ଆମେ ସେମାନଙ୍କ ଅଦମ୍ୟ ନିଷ୍ଠା ଏବଂ ମହାନ୍ କାର୍ଯ୍ୟ ପାଇଁ ସେମାନଙ୍କୁୁ ସାଲ୍ୟୁଟ୍ କରୁଛୁ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।

ଗତକାଲି ଶିକ୍ଷକମାନଙ୍କ ସହ ହୋଇଥିବା କଥାବାର୍ତ୍ତାର ମୁଖ୍ୟ ଅଂଶ..’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026