ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନିଶାଦ୍ରବ୍ୟ ଅପ ବ୍ୟବହାର ଓ ଚୋରାଚାଲାଣ ନିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆମ ସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବରୁ ମୁକ୍ତ ରଖିବା ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ପ୍ରଶଂସା କରୁଛି । ଜୀବନ ରକ୍ଷା ପାଇଁ ହେଉଥିବା ପ୍ରତିଟି ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ । ସର୍ବୋପରି ନିଶା ନିଜ ସହିତ ଅନ୍ଧକାର, ବିନାଶ ଓ ବିପର୍ଯ୍ୟୟ ଆଣିଥାଏ ।

ଆସନ୍ତୁ ଆମେ #ShareFactsOnDrugs ପ୍ରତି ନିଜ ପ୍ରତିବଦ୍ଧତାକୁ ଦୋହରାଇବା ଓ ନିଶା ମୁକ୍ତ ଭାରତର ସ୍ୱପ୍ନ ସାକାର କରିବା । ମନେ ରଖନ୍ତୁ- ନିଶା ଦ୍ରବ୍ୟ ଭଲ ନୁହେଁ କିମ୍ବା ଏହା ଷ୍ଟାଇଲ ଷ୍ଟେଟମେଣ୍ଟ ନୁହେଁ । ଏକ ପୁରୁଣା #MannKiBaat ଅଧ୍ୟାୟ ଶେୟାର କରୁଛି ଯେଉଁଥିରେ ନିଶାଦ୍ରବ୍ୟ କୁପ୍ରଭାବ ନିୟନ୍ତ୍ରଣର ବିଭିନ୍ନ ଉପାୟ ସାମିଲ ରହିଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation