ଯେତେବେଳେ ଭାରତରେ ବିକାଶ ଘଟୁଛି, ବିଶ୍ୱ ବିକଶିତ ହେଉଛି , ଯେତେବେଳେ ଭାରତରେ ସଂସ୍କାର ଆସୁଛି, ସେତେବେଳେ ଦୁନିଆ ବଦଳୁଛି : ପ୍ରଧାନମନ୍ତ୍ରୀ ମୋଦୀ
ଆମର ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଉପଲକ୍ଷେ, ଭାରତ 75ଟି ଏଭଳି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରିବାକୁ ଯାଉଛି ଯାହା ଭାରତୀୟ ବିଦ୍ୟାର୍ଥୀମାନେ ସ୍କୁଲ କଲେଜରେ ନିର୍ମାଣ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ
ଯେଉଁ ରାଷ୍ଟ୍ର ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଏକଥା ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ଆତଙ୍କବାଦ ସେମାନଙ୍କ ନିମନ୍ତେ ମଧ୍ୟ ସେତିକି ବଡ଼ ବିପଦ । ଏହା ସୁନିଶ୍ଚିତ କରାଯିବା ବହୁତ ଜରୁରି ଯେ ଆଫଗାନିସ୍ତାନ ଭୂମିକୁ ବ୍ୟବହାର କରି ଆତଙ୍କବାଦକୁ ପ୍ରସାରିତ ଏବଂ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଉପଯୋଗ କରାନଯିବା ଉଚିତ : ପ୍ରଧାନମନ୍ତ୍ରୀ ମୋଦୀ
ବିଶ୍ୱ ବ୍ୟବସ୍ଥା ଏବଂ ବିଶ୍ୱ ଆଇନ ସୁନିଶ୍ଚିତ କରିବା ପାଇଁ ଆମେ ଜାତିସଂଘକୁ ମଜବୁତ କରିବା ଜରୁରୀ: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାର ୭୬ତମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ କୋଭିଡ-19 ମହାମାରୀ, ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ଧ୍ୟାନ ଦେଇଛନ୍ତି । 

 

ମହାମାରୀ ମୁକାବିଲା ରେ ବିଶ୍ୱ ସ୍ତରରେ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ଭାରତରେ ଟିକା ତିଆରି କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରିଛନ୍ତି ।

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep