ଆସନ୍ତୁ ଭାରତର ଗଣତାନ୍ତ୍ରିକ ଭାବନାକୁ ମଜବୁତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଓ ଆମ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସଂକଳ୍ପ ନେବା: ପ୍ରଧାନମନ୍ତ୍ରୀ

ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।

ଜରୁରିକାଳୀନ ପରିସ୍ଥିତିର ବର୍ଷପୂର୍ତ୍ତି ଅବସରରେ ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜରୁରିକାଳୀନ ପରିସ୍ଥିତିର କଳାଦିବସଗୁଡିକୁ କେବେ ବି ଭୁଲି ହେବ ନାହିଁ । ୧୯୭୫ରୁ ୧୯୭୭ ସଂସ୍ଥାନଗୁଡିକର ବ୍ୟବସ୍ଥିତ ବିନାଶର ସାକ୍ଷୀ ପାଲଟିଥିଲା ।

ଆସନ୍ତୁ ଭାରତର ଗଣତାନ୍ତ୍ରିକ ଭାବନାକୁ ମଜବୁତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଓ ଆମ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସଂକଳ୍ପ ନେବା ।

ଏହିଭଳି ଭାବେ କଂଗ୍ରେସ ଆମ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦମନ କରିଥିଲା । ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ଆମେ ସ୍ମରଣ କରୁଛୁ । #DarkDaysOfEmergency"

https://www.instagram.com/p/CQhm34OnI3F/?utm_medium=copy_link

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's auto retail sales rise 18 per cent in January; dealers optimistic about Feb-Mar growth

Media Coverage

India's auto retail sales rise 18 per cent in January; dealers optimistic about Feb-Mar growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Pandit Deendayal Upadhyay ji
February 11, 2026

The Prime Minister, Shri Narendra Modi paid tributes to Pandit Deendayal Upadhyay ji on his death anniversary, today. Shri Modi stated that his principles and thoughts, rooted in values, will continue to remain a guiding light for every generation of the country.

The Prime Minister posted on X:

"मातृभूमि के अनन्य उपासक पंडित दीनदयाल उपाध्याय जी को उनकी पुण्यतिथि पर सादर नमन। मूल्यों पर आधारित उनके सिद्धांत और विचार देश की हर पीढ़ी के लिए पथ-प्रदर्शक बने रहेंगे।"