ଦୁଇ ନେତା ସମସ୍ତ କ୍ଷେତ୍ରରେ ଭାରତ-ଭେନେଜୁଏଲା ସହଭାଗିତାକୁ ଆହୁରି ବିସ୍ତାର ଏବଂ ଗଭୀର କରିବାକୁ ସହମତ
ଉଭୟ ନେତା ଗ୍ଲୋବାଲ ସାଉଥ ପାଇଁ ସେମାନଙ୍କ ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭେନେଜୁଏଲା ବୋଲିଭେରିଆନ ଗଣରାଜ୍ୟର କାର୍ଯ୍ୟକାରୀ ରାଷ୍ଟ୍ରପତି ମହାମହିମ ଡେଲସି ଏଲୋଇନା ରୋଡ୍ରିଗ୍ୱେଜ୍ ଗୋମେଜଙ୍କ ଠାରୁ ଏକ ଫୋନ କଲ୍ ପାଇଛନ୍ତି । 

ଦୁଇ ନେତା ବାଣିଜ୍ୟ ଏବଂ ନିବେଶ, ଶକ୍ତି, ଡିଜିଟାଲ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, କୃଷି ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ସମସ୍ତ କ୍ଷେତ୍ରରେ ଭାରତ-ଭେନେଜୁଏଲା ସହଭାଗିତାକୁ ଆହୁରି ବିସ୍ତାର ଏବଂ ଗଭୀର କରିବାକୁ ସହମତ ହୋଇଛନ୍ତି ।

ଉଭୟ ନେତା ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି । ଏଥିସହଉଭୟ ନେତା ଗ୍ଲୋବାଲ ସାଉଥ ପାଇଁ ସେମାନଙ୍କ ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଉଭୟ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership