ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଜାତୀୟ ବିଜ୍ଞାନ ଦିବସରେ, ଆମେ ଗବେଷଣା, ନବସୃଜନ ଏବଂ ବୈଜ୍ଞାନିକ କୌତୁହଳର ଉତ୍ସାହକୁ ପାଳନ କରୁ ଯାହା ଆମ ଦେଶକୁ ଆଗକୁ ନେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ସାର୍ ସି. ଭି. ରମଣଙ୍କ ଦ୍ୱାରା ରମଣ ପ୍ରଭାବର ଯୁଗାନ୍ତକାରୀ ଆବିଷ୍କାରକୁ ଏହି ଦିବସ ସ୍ମରଣ କରାଇଥାଏ।" ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ଆବିଷ୍କାର ଭାରତୀୟ ଗବେଷଣାକୁ ବିଶ୍ୱ ମାନଚିତ୍ରରେ ଦୃଢ଼ ଭାବେ ସ୍ଥାନିତ କରିଛି।

ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ ଯେ ଆମର ଯୁବକମାନଙ୍କୁ ସଶକ୍ତ କରିବା, ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଜାତୀୟ ବିକାଶ ତଥା ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ଲାଗି ଆମର ସଂକଳ୍ପ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

ଆଜି, ଜାତୀୟ ବିଜ୍ଞାନ ଦିବସରେ, ଆମେ ଗବେଷଣା, ନବସୃଜନ ଏବଂ ବୈଜ୍ଞାନିକ କୌତୁହଳର ଉତ୍ସାହକୁ ପାଳନ କରୁଛୁ ଯାହା ଆମ ଦେଶକୁ ଆଗକୁ ନେଉଛି।

ଏହି ଦିନ ସାର୍ ସି. ଭି. ରମଣଙ୍କ ଦ୍ୱାରା ରମଣ ପ୍ରଭାବର ଯୁଗାନ୍ତକାରୀ ଆବିଷ୍କାରକୁ ସ୍ମରଣ କରେ । ଏହି ଆବିଷ୍କାର ଭାରତୀୟ ଗବେଷଣାକୁ ବିଶ୍ୱ ମାନଚିତ୍ରରେ ଦୃଢ଼ ଭାବେ ସ୍ଥାନିତ କରିଥିଲା।

ଆମେ ଆମର ଯୁବକମାନଙ୍କୁ ସଶକ୍ତ କରିବା, ଗବେଷଣା ଇକୋସିଷ୍ଟମକୁ ମଜବୁତ କରିବା ଏବଂ ଜାତୀୟ ବିକାଶ ତଥା ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବା ପାଇଁ ଆମର ସଂକଳ୍ପକୁ ଦୋହରାଇଛୁ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Dr. Babasaheb Ambedkar in the Parliament complex
April 14, 2026

The Prime Minister, Shri Narendra Modi has paid homage to Dr. Babasaheb Ambedkar in the Parliament complex earlier today.

The Prime Minister wrote on X;

“Paid homage to Dr. Babasaheb Ambedkar in the Parliament complex earlier today.”