ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍)ରେ ଭିତ୍ତିଭୂମି ବିକାଶକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମାଧ୍ୟମରେ ନାଗରିକମାନଙ୍କ ପାଇଁ ‘ସହଜ ଜୀବନଯାପନ’କୁ ଉନ୍ନତ କରିବାକୁ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।
ଏକ୍ସରେ ଡିଡି ନ୍ୟୁଜ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;
“ସହଜ ଜୀବନଯାପନରେ ସୁଧାର ଆଣିବା ପାଇଁ ଆମର ପ୍ରତିବଦ୍ଧତା ସହିତ ଏନ୍ସିଆର୍ରେ ଭିତ୍ତଭୂମିକୁ ପ୍ରୋତ୍ସାହନ ।”
A boost to infrastructure in NCR, in line with our commitment to improve ‘Ease of Living.’ https://t.co/bNbjKFcLIR
— Narendra Modi (@narendramodi) August 16, 2025


