ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ତୃତୀୟ ଦିନରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି ।
ଏକ୍ସରେ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି;
“ନବରାତ୍ରୀର ତୃତୀୟ ଦିନ ଶାନ୍ତି, ସାହସ, ନିର୍ଭୀକତାର ପ୍ରତୀକ ମା’ ଚନ୍ଦ୍ରଘଣ୍ଟାଙ୍କ ଆରାଧନାରେ ସମର୍ପିତ । ଦେବୀ ମା’ଙ୍କ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନରେ ସକାରାତ୍ମକତା ସଞ୍ଚାରିତ ହେଉ । ତାଙ୍କ କୃପା ଦେଶବ୍ୟାପୀ ସମସ୍ତ ପରିବାରରେ ସୁଖ-ସମୃଦ୍ଧି ଏବଂ ସୌଭାଗ୍ୟ ଆଣୁ, ଏହି କାମନା ।
https://www.youtube.com/watch?v=DEGcIi9aij8”
नवरात्रि का तीसरा दिन शांति, साहस और निर्भीकता की प्रतीक मां चंद्रघंटा की आराधना को समर्पित है। देवी मां के आशीर्वाद से हर किसी के जीवन में सकारात्मकता का संचार हो। उनकी कृपा देशभर के मेरे परिवारजनों के लिए सुख-समृद्धि और सौभाग्य लेकर आए, यही कामना है।https://t.co/FutP0J1OUs
— Narendra Modi (@narendramodi) September 24, 2025





