ନୋଭେଲ କରୋନା ଭୂତାଣୁ ପ୍ରଭାବିତ ଚୀନର ଉହାନ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିଥିବା ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଦଳର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ପ୍ରଶଂସାପତ୍ର ଜାରି କରିଛନ୍ତି । ଏହି ପ୍ରଶଂସାପତ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଉଦ୍ଧାରକାରୀ ବିମାନରେ ଥିବା କର୍ମଚାରୀମାନଙ୍କୁ ଦିଆଯିବ ।

ବ୍ୟାପକ ମାତ୍ରାରେ ବ୍ୟାପୁଥିବା ନୋଭେଲ କରୋନା ଭୂତାଣୁ ଫ୍ଲୁର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଉହାନ ସହରରେ ଏୟାର ଇଣ୍ଡିଆ ପକ୍ଷରୁ ଜରୁରିକାଳୀନ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ସେଠାକାର ଅତ୍ୟନ୍ତ ଜଟିଳ ପରିସ୍ଥିତି ସମ୍ପର୍କରେ ଅବଗତ ଥାଇ ସୁଦ୍ଧା ଏୟାର ଇଣ୍ଡିଆ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟିମ ଲଗାତାର ଦୁଇ ଦିନ, 31 ଜାନୁଆରୀ ଓ 1 ଫେବୃଆରୀ 2020ରେ ଏୟାର ଇଣ୍ଡିଆର 2ଟି ବି-747 ବିମାନ ଜରିଆରେ ଭାରତୀୟଙ୍କୁ ଉଦ୍ଧାର କରିଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions