ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ତୋମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଐଶ୍ୱର୍ଯ୍ୟ ପ୍ରତାପ ତୋମାର ଏହି ଉଲ୍ଲେଖନୀୟ ଉପଲବ୍ଧି ହାସଲ ପାଇଁ ଦୃଢ଼ ସାହସ ଏବଂ ଧ୍ୟାନ ପ୍ରଦର୍ଶନ କରିଥିଲେ ।
ଚତୁର୍ଥ ସ୍ଥାନ ହାସଲ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରୁଦ୍ରାକ୍ଷ ପାଟିଲଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।
Impeccable performance by Aishwary Pratap Tomar! 🥉🇮🇳
— SAI Media (@Media_SAI) September 25, 2023
In the intense battle, 10m Air Rifle finals at #AsianGames2022, Aishwary showcased remarkable skill and determination, securing a well-deserved bronze🌟🎯
Also, a special shoutout to @RudrankkshP, who played exceptionally… pic.twitter.com/KqdEUAAi9G


