ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ପିଥୋରାଗଡ଼ର ପାର୍ବତୀ କୁଣ୍ଡ ଦର୍ଶନ ସହ ପୂଜା କରିଛନ୍ତି ।

ଆଦି କୈଳାସଙ୍କ ଦର୍ଶନ କରିପାରିଥିବାରୁ ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ ଖୁସି ବ୍ୟକ୍ତ କରିଛନ୍ତି । ସେ ଦେଶବାସୀଙ୍କ କଲ୍ୟାଣ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଉତ୍ତରାଖଣ୍ଡର ପିଥୋରାଗଡ଼ରେ ପବିତ୍ର ପାର୍ବତୀ କୁଣ୍ଡ ଦର୍ଶନ ଏବଂ ପୂଜାରେ ଅଭିଭୂତ ହୋଇଛି । ଏଠାରେ ଆଦି କୈଳାସଙ୍କ ଦର୍ଶନରେ ଖୁସି । ପ୍ରକୃତିର କୋଳରେ ଥିôବା ଆଧ୍ୟାତ୍ମିକତା ଏବଂ ସଂସ୍କୃତିର ଏହି ସ୍ଥାନରୁ ମୁଁ ନିଜ ଦେଶର ସମସ୍ତ ପରିବାରଜନଙ୍କ ସୁଖମୟ ଜୀବନ କାମନା କରିଛି ।’ 

He shared some more glimpses from Parvati Kund

 

The Prime Minister Office also posted on X :

"Glimpses from Parvati Kund, where PM @narendramodi prayed and took part in the Pooja."

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival