ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହରୀ ବାଜପେୟୀଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟ ଶ୍ରୀ ମୋଦୀ ଲେଖିଛନ୍ତି;
“ସମସ୍ତ ଦେଶବାସୀଙ୍କ ତରଫରୁ ପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୂଣ୍ୟତିଥିରେ ସାଦର ପ୍ରଣାମ । ଦେଶର ସାମଗ୍ରିକ ବିକାଶ ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ବିକଶିତ ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ଯୋଗଦାନ ପାଇଁ ସମସ୍ତଙ୍କୁ ପ୍ରେରିତ କରିବ ।”
“ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରୁଛି । ଭାରତର ସର୍ବାଙ୍ଗୀନ ଉନ୍ନତି ପ୍ରତି ତାଙ୍କର ସମର୍ପଣ ଏବଂ ସେବା ମନୋଭାବ ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ସମସ୍ତଙ୍କୁ ପ୍ରେରିତ କରିଚାଲିଛି ।”
सभी देशवासियों की ओर से पूर्व प्रधानमंत्री भारत रत्न अटल बिहारी वाजपेयी जी को उनकी पुण्यतिथि पर सादर नमन। राष्ट्र के चौतरफा विकास को लेकर उनका समर्पण और सेवा भाव विकसित और आत्मनिर्भर भारत के निर्माण में योगदान के लिए हर किसी को प्रेरित करने वाला है।
— Narendra Modi (@narendramodi) August 16, 2025
Remembering Atal Ji on his Punya Tithi. His dedication and spirit of service towards the all-round progress of India continue to inspire everyone in building a developed and self-reliant India.
— Narendra Modi (@narendramodi) August 16, 2025


