ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ୍. ଟି. ଆର୍. ଗାରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏନ୍. ଟି. ଆର୍. ଗାରୁ ଜନସାଧାରଣଙ୍କ କଲ୍ୟାଣ ଏବଂ ଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ସ୍ମରଣୀୟ ହୋଇ ରହିଛନ୍ତି, ଯାହା ଗରିବ ଏବଂ ଅବହେଳିତଙ୍କ ପାଇଁ ମର୍ଯ୍ୟାଦା ସୁନିଶ୍ଚିତ କରିଛି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଚଳଚ୍ଚିତ୍ର ଜଗତକୁ ଏନ୍. ଟି. ଆର୍. ଗାରୁଙ୍କ ଅବଦାନ ପିଢ଼ି ପରେ ପିଢ଼ି ଧରି ଆକର୍ଷିତ କରିଚାଲିଛି ଏବଂ ତାଙ୍କ ଜୀବନ ଏବଂ ଆଦର୍ଶ ଅସୀମ ପ୍ରେରଣାର ଉତ୍ସ ହୋଇ ରହିଛି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ମହାନ ଏନ୍. ଟି. ଆର୍. ଗାରୁଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ସାଧାରଣ କଲ୍ୟାଣ ଏବଂ ଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ମନେ ପକାଯାଏ ଯାହା ଗରିବ ଏବଂ ଅବହେଳିତଙ୍କ ପାଇଁ ମର୍ଯ୍ୟାଦା ସୁନିଶ୍ଚିତ କରିଥିଲା । ଚଳଚ୍ଚିତ୍ର ଜଗତକୁ ତାଙ୍କର ଅବଦାନ ପିଢ଼ି ପରେ ପିଢ଼ି ଆକର୍ଷିତ କରିଚାଲିଛି। ତାଙ୍କର ଜୀବନ ଏବଂ ଆଦର୍ଶ ଅସୀମ ପ୍ରେରଣାର ଉତ୍ସ ହୋଇ ରହିଛି। ମୋର ବନ୍ଧୁ ଚନ୍ଦ୍ରବାବୁ ନାଇଡୁ ଗାରୁଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶର ଏନ୍. ଡି. ଏ. ସରକାର ଲୋକମାନଙ୍କ ପାଇଁ ତାଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।’’

@ncbn”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi