ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୌଲାନା ଅବୁଲ କାଲାମ ଆଜାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜଣେ ନିଆରା ଚିନ୍ତାନାୟକ ଓ ବୁଦ୍ଧିଜୀବି ଭାବେ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବେଶ ପ୍ରେରଣାଦାୟୀ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜୟନ୍ତୀ ଅବସରରେ ମୌଲାନା ଅବୁଲ କାଲାମ ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି । ଜଣେ ନିଆରା ଚିନ୍ତାନାୟକ ଓ ବୁଦ୍ଧିଜୀବି ଭାବେ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବେଶ ପ୍ରେରଣାଦାୟୀ ଥିଲା । ଶିକ୍ଷା କ୍ଷେତ୍ର ପ୍ରତି ସେ ଅନୁରାଗୀ ହେବା ସହ ସମାଜରେ ଭାଇଚାରା ବୃଦ୍ଧି ପାଇଁ କାମ କରିଥିଲେ ।”
Tributes to Maulana Abul Kalam Azad on his Jayanti. A pathbreaking thinker and intellectual, his role in the freedom struggle is inspiring. He was passionate about the education sector and worked to further brotherhood in society.
— Narendra Modi (@narendramodi) November 11, 2021


