ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୁଲ ଦିବସ ଅବସରରେ ଆଦିବାସୀ ସମାଜର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ହୁଲ ଦିବସ’ରେ ଆମ ଆଦିବାସୀ ସମାଜର ବୀର-ବୀରାଙ୍ଗନାମାନଙ୍କୁ ଶତ ଶତ ପ୍ରଣାମ । ଏହି ବିଶେଷ ଅବସର ଆମକୁ ଅନ୍ୟାୟ ବିରୋଧରେ ସିଦ୍ଧୋ-କାହ୍ନୁ, ଚାନ୍ଦ- ଭୈରବ ଓ ଫୁଲୋ-ଜ୍ଞାନୋଙ୍କ ସମେତ ଅନ୍ୟ ପରାକ୍ରମୀମାନଙ୍କର ଶୌର୍ଯ୍ୟ ଓ ସାହସ ସ୍ମରଣ କରାଇଥାଏ । ସେମାନଙ୍କ ସଂଘର୍ଷର ଗାଥା ଦେଶବାସୀଙ୍କୁ ସଦା ପ୍ରେରିତ କରି ଚାଲିଥିବ ।”
‘हूल दिवस’ पर हमारे आदिवासी समाज के वीर-वीरांगनाओं को शत-शत नमन। यह विशेष अवसर हमें अन्याय के खिलाफ सिद्धो-कान्हू, चांद-भैरव और फूलो-झानो समेत कई अन्य पराक्रमियों के शौर्य और साहस का स्मरण कराता है। उनके संघर्ष की गाथा देशवासियों को सदैव प्रेरित करती रहेगी।
— Narendra Modi (@narendramodi) June 30, 2023
ᱦᱩᱞ ᱢᱟᱦᱟᱸᱨᱮ ᱟᱵᱚ ᱟ.ᱫᱤᱵᱟ.ᱥᱤ ᱥᱚᱢᱟᱡᱽ ᱨᱮᱱ ᱵᱤᱨ ᱵᱟᱱᱴᱟ ᱠᱚ ᱥᱟᱭ ᱥᱟᱭ ᱜᱚᱰ ᱡᱚᱦᱟᱨ ᱾ ᱱᱚᱣᱟ ᱠᱷᱟᱥ ᱚᱵᱚᱛᱟᱨᱮ ᱟᱵᱚ ᱠᱚ ᱚᱱᱮᱭᱟᱭ ᱵᱤᱨᱩᱫᱽ ᱥᱤᱫᱚ-ᱠᱟ.ᱱᱦᱩ, ᱪᱟᱸᱫᱽᱼᱵᱷᱟᱭᱨᱚ ᱟᱨ ᱯᱷᱩᱞᱚ ᱡᱷᱟᱱᱚ ᱥᱟᱶ…
— Narendra Modi (@narendramodi) June 30, 2023


