ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍‍-୦୬ ଉପଗ୍ରହର ଚିତ୍ରକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ବାତ୍ୟାର ପୂର୍ବାନୁମାନ କରିବାରେ ସହାୟକ ହେବ ଏବଂ ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ନିକଟରେ ଉତକ୍ଷେପଣ ହୋଇଥିବା ଇଓଏସ୍‍-୦୬ ଉପଗ୍ରହର ଚମତ୍କାର ଚିତ୍ରକୁ ଆପଣ ଏବେ ଦେଖିଛନ୍ତି କି? ଗୁଜୁରାଟର କିଛି ସୁନ୍ଦର ଚିତ୍ର ସେୟାର କରୁଛି । ମହାକାଶ ପ୍ରଯୁକ୍ତିବିଦ୍ୟା ଜଗତରେ ଏହି ଅଗ୍ରଗତି ଆମକୁ ବାତ୍ୟାର ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ ଏବଂ ଆମର ଉପକୂଳ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi makes India stand tall

Media Coverage

PM Modi makes India stand tall
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 1, 2026
February 01, 2026

Budget 2026-27: Building a Self-Reliant, Innovative India Under PM Modi’s Leadership