ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି । ଆମ ଦେଶ ପ୍ରତି ତାଙ୍କ ଅବଦାନ ବେଶ ସମୃଦ୍ଧ ଓ ରାଜନୈତିକ ପ୍ରେକ୍ଷାପଟ୍ଟରେ ସେ ବେଶ ସମ୍ମାନିତ ଥିଲେ । ସେ ଅତ୍ୟନ୍ତ ଉତ୍ସର୍ଗୀକୃତ ଭାବେ ସମାଜର ସେବା ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ କାମ କରିଥିଲେ ।”
Tributes to former PM Shri Chandra Shekhar Ji on his birth anniversary. He made a rich contribution to our nation and was widely respected across the political spectrum. He served society with utmost dedication and worked to remove poverty.
— Narendra Modi (@narendramodi) April 17, 2023


