ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶ୍ରୀ ଅରବିନ୍ଦ ଆମକୁ ଦେଖାଇଥିଲେ କିପରି ଦର୍ଶନ, ଆଧ୍ୟାତ୍ମିକତା ଏବଂ ରାଷ୍ଟ୍ର ନିର୍ମାଣ ଏକ ଉଚ୍ଚତର ଉଦ୍ଦେଶ୍ୟ ପାଇଁ ଏକତ୍ର ହୋଇଥାଏ । ତାଙ୍କର ଚିନ୍ତାଧାରା ଆମକୁ ଏପରି ଏକ ଭାରତ ନିର୍ମାଣ ପାଇଁ ପ୍ରେରିତ କରିଥାଏ, ଯିଏ ନିଜର ସମ୍ପୂର୍ଣ୍ଣ କ୍ଷମତାର ସଦୁପଯୋଗ କରେ । ତାଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।”
Sri Aurobindo showed us how philosophy, spirituality and nation-building come together in service of a higher purpose. His thoughts inspire us to strive for an India that realises its fullest potential. Paying homage to him on his birth anniversary.
— Narendra Modi (@narendramodi) August 15, 2025


