ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀରାମବିଳାସ ପାଶ୍ୱାନଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶ୍ରୀମୋଦୀ କହିଛନ୍ତି, ଦଳିତ, ପଛୁଆ ବର୍ଗ ଏବଂ ଅବହେଳିତଙ୍କ ଅଧିକାରପାଇଁ ରାମବିଳାସ ପାଶ୍ୱାନ ଜୀଙ୍କ ଲଢ଼େଇ କେବେ ବି ଭୁଲି ହେବନାହିଁ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି,
“ପୂର୍ବ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଜୀଙ୍କୁ ତାଙ୍କ ଜୟନ୍ତ୍ରୀରେ ବିନମ୍ରଶ୍ରଦ୍ଧାଞ୍ଜଳି । ତାଙ୍କର ସମ୍ପୂର୍ଣ୍ଣ ଜୀବନ ସାମାଜିକ ନ୍ୟାୟ ପାଇଁ ସମର୍ପିତ। ଦଳିତ, ପଛୁଆ ଏବଂ ବଂଚିତ ବର୍ଗଙ୍କ ଅଧିକାର ପାଇଁ ତାଙ୍କସଂଘର୍ଷକୁ କେବେ ବି ଭୁଲି ହେବନାହିଁ ।”
पूर्व केंद्रीय मंत्री रामविलास पासवान जी को उनकी जयंती पर विनम्र श्रद्धांजलि। उनका संपूर्ण जीवन सामाजिक न्याय को समर्पित रहा। दलितों, पिछड़ों और वंचितों के अधिकारों के लिए उनके संघर्ष को कभी भुलाया नहीं जा सकता। pic.twitter.com/SCqIav16He
— Narendra Modi (@narendramodi) July 5, 2025


