ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ବୈଚାରିକ ଏବଂ ବିକାଶାତ୍ମକ ଯାତ୍ରାରେ ତାଙ୍କର ଯୋଗଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅଖଣ୍ଡ ମାନବବାଦର ଦର୍ଶନ ଏବଂ ତାଙ୍କର ଅନ୍ତ୍ୟୋଦୟ ଦୃଷ୍ଟିକୋଣ - ଧାଡ଼ିର ଅନ୍ତିମ ବ୍ୟକ୍ତିର ଉତଥାନ - ଭାରତର ବିକାଶାତ୍ମକ ମଡେଲକୁ ପ୍ରେରଣା ଦେଇ ଆସିଛି । ସେ କହିଥିଲେ, ଏହି ସିଦ୍ଧାନ୍ତ ଗୁଡ଼ିକ ରାଷ୍ଟ୍ରଗଠନ ଏବଂ ସାମଗ୍ରିକ ଅଭିବୃଦ୍ଧି ଦିଗରେ ସରକାରଙ୍କ ଆଭିମୁଖ୍ୟରେ ଗଭୀର ଭାବେ ଅନ୍ତଃସ୍ଥାପିତ ହୋଇଛି ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଭାରତ ମାତାର ମହାନ ସୁପୁତ୍ର ଏବଂ ଅଖଣ୍ଡ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ! ଦେଶକୁ ସମୃଦ୍ଧିର ରାସ୍ତା ଦେଖାଉଥିବା ତାଙ୍କ ରାଷ୍ଟ୍ରବାଦୀ ବିଚାର ଏବଂ ଅନ୍ତ୍ୟୋଦୟର ସିଦ୍ଧାନ୍ତ ବିକଶିତ ଭାରତ ନିର୍ମାଣରେ ବହୁତ କାମରେ ଆସିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation