ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ଜୟନ୍ତୀ ତଥା ଜାତିର ପିତାଙ୍କ ଜନ୍ମ ବାର୍ଷିକୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି, ମହାତ୍ମା ଗାନ୍ଧୀଙ୍କ ସତ୍ୟର ସ୍ଥାୟୀ ଲିଗାସୀ, ଅହିଂସା ଏବଂ ନୈତିକ ସାହସ ବିଶ୍ୱବ୍ୟାପୀ ପିଢ଼ି ପିଢ଼ି ଲୋକଙ୍କୁ ପ୍ରେରଣା ଦେଇ ଆସୁଛି । ବିକଶିତ ଏବଂ ସମାବେଶୀ ଭାରତ ଗଠନ ଯାତ୍ରାରେ ଗାନ୍ଧିଜୀଙ୍କ ଏହି ଆଦର୍ଶ ଦିଗଦର୍ଶକ ନୀତି ହୋଇ ରହିବ ବୋଲି ସେ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଏକ୍ସରେ ପୋଷ୍ଟ ହୋଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗାନ୍ଧୀ ଜୟନ୍ତୀ ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିବସ, ଯାହାର ଆଦର୍ଶ ମାନବ ଇତିହାସର ଦିଗ ବଦଳାଇ ଦେଇଥିଲା । କିପରି ସାହାସ ଏବଂ ସରଳତା ମହାନ ପରିବର୍ତ୍ତନର ସାଧନ ହୋଇପାରିବ ତାହା ସେ ଦେଖାଇଥିଲେ । ସେ ସେବା ଏବଂ କରୁଣାକୁ ଲୋକଙ୍କୁ ସଶକ୍ତ କରିବାର ଆବଶ୍ୟକ ସାଧନ ବୋଲି ମାନୁଥିଲେ । ଆମେ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସ କରୁଥିବା ବେଳେ ତାଙ୍କ ଦ୍ୱାରା ସ୍ଥିରୀକୃତ ମାର୍ଗରେ ଚାଲୁଥିବା ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026