ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସବ ଜୟନ୍ତୀ ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ବାସବ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ସେ ଜଗଦଗୁରୁ ବାସବେଶ୍ୱର ଏବଂ ତାଙ୍କ ଚିରସ୍ଥାୟୀ ଶିକ୍ଷାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ବାସବେଶ୍ୱରଙ୍କ ଏକ ନ୍ୟାୟପୂର୍ଣ୍ଣ ସମାଜର ପରିକଳ୍ପନା ତଥା ଜନସାଧାରଣଙ୍କୁ ସଶକ୍ତ କରିବା ଲାଗି ତାଙ୍କର ଅତୁଟ ପ୍ରୟାସ ଆମକୁ ସର୍ବଦା ପ୍ରେରଣା ଯୋଗାଇବ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
"ବାସବ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ, ଜଗଦଗୁରୁ ବାସବେଶ୍ୱର ଏବଂ ତାଙ୍କ ଚିରସ୍ଥାୟୀ ଶିକ୍ଷାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏକ ନ୍ୟାୟପୂର୍ଣ୍ଣ ସମାଜ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଅତୁଟ ପ୍ରୟାସ ଆମକୁ ସର୍ବଦା ପ୍ରେରଣା ଯୋଗାଇବ ।’’
On the special occasion of Basava Jayanthi, paying homage to Jagadguru Basaveshwara and his enduring teachings. His vision of a just society, along with his unwavering efforts to empower the people, will always motivate us. pic.twitter.com/u3rh5nQwVi
— Narendra Modi (@narendramodi) April 20, 2026
ಬಸವ ಜಯಂತಿಯ ವಿಶೇಷ ಸಂದರ್ಭದಲ್ಲಿ, ಜಗದ್ಗುರು ಬಸವೇಶ್ವರರಿಗೆ ಮತ್ತು ಅವರ ಶಾಶ್ವತ ಬೋಧನೆಗಳಿಗೆ ಭಕ್ತಿಪೂರ್ವಕ ನಮನಗಳು. ನ್ಯಾಯಸಮ್ಮತ ಸಮಾಜದ ಅವರ ದೂರದೃಷ್ಟಿ ಮತ್ತು ಜನರನ್ನು ಸಬಲೀಕರಣಗೊಳಿಸಲು ಅವರು ಮಾಡಿದ ಅಚಲ ಪ್ರಯತ್ನಗಳು ನಮಗೆ ಸದಾ ಪ್ರೇರಣೆಯಾಗಿರುತ್ತವೆ. pic.twitter.com/pWUMaPhk0o
— Narendra Modi (@narendramodi) April 20, 2026


