ନବରାତ୍ରୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବା ମା’ଙ୍କ ପୂଜା ଅର୍ଚ୍ଚନା କରିବା ସହ ସମସ୍ତଙ୍କ କଲ୍ୟାଣ ଓ ଉତ୍ଥାନ ପାଇଁ ତାଙ୍କ ଦିବ୍ୟ ଆଶୀର୍ବାଦ କାମନା କଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି;
“ଦେବୀ ମା’ଙ୍କ ଚରଣରେ ପ୍ରଣାମ ଓ ବନ୍ଦନ! ସମସ୍ତଙ୍କ ଦୁଃଖ ଦୂର କରି ଜୀବନରେ ନୂତନ ତେଜ ସଞ୍ଚାର କରନ୍ତୁ ଏହା ହିଁ କାମନା ।
ଦେବୀ ମାତାଙ୍କ କଲ୍ୟାଣରେ ସମସ୍ତଙ୍କ ଆଶୀର୍ବାଦ ହେଉ ।
https://www.youtube.com/watch?v=IfSJy3_Lkuo”
देवी मां के चरणों में नमन और वंदन! उनसे कामना है कि सभी के दुखों को दूर कर उनके जीवन में नए तेज का संचार करें।
— Narendra Modi (@narendramodi) September 29, 2025
देवी माता के आशीर्वाद से सबका कल्याण हो।https://t.co/zVcLK0BZVs


