ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋରେ ‘ଭାରତ କୋ ଜାନିୟେ’ (ଭାରତକୁ ଜାଣନ୍ତୁ) କୁଇଜର ବିଜେତା ଯୁବପିଢ଼ି ଶଙ୍କର ରାମଜତନ, ନିକୋଲାସ ମରାଜ ଏବଂ ଭିନ୍ସ ମହତୋଙ୍କୁ ଭେଟିଛନ୍ତି ।
ଏହି କୁଇଜ୍ରେ ସମଗ୍ର ବିଶ୍ୱରୁ ବ୍ୟାପକ ଭାଗିଦାରୀ ହୋଇଥିଲା । ଏହା ଭାରତ ସହିତ ଆମର ପ୍ରବାସୀ ଭାରତୀୟଙ୍କ ସମ୍ପର୍କକୁ ଆହୁରି ଘନିଷ୍ଠ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ତ୍ରିନିଦାଦ ଏବଂ ଟୋବାଗୋରେ ଭାରତ କୋ ଜାନିୟେ (ଭାରତକୁ ଜାଣନ୍ତୁ) କୁଇଜର ବିଜେତା ଶଙ୍କର ରାମଜତନ, ନିକୋଲାସ ମରାଜ ଏବଂ ଭିନ୍ସ ମହତୋଙ୍କୁ ଭେଟିଲି ।
ଏହି କୁଇଜରେ ସମଗ୍ର ବିଶ୍ୱରୁ ବ୍ୟାପକ ଅଂଶଗ୍ରହଣ ହୋଇଥିଲା । ଏହା ଭାରତ ସହିତ ଆମର ପ୍ରବାସୀ ଭାରତୀୟଙ୍କ ସମ୍ପର୍କକୁ ଆହୁରି ଘନିଷ୍ଠ କରିଛି ।”
Met youngsters Shankar Ramjattan, Nicholas Maraj and Vince Mahato, who are winners of the Bharat Ko Janiye (Know India) Quiz in Trinidad & Tobago.
— Narendra Modi (@narendramodi) July 3, 2025
This Quiz has generated widespread participation across the world and deepened the connect of our diaspora with India. pic.twitter.com/QbRSsYF6VY


