ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଆମେରିକାର ବାଣିଜ୍ୟ ମନ୍ତ୍ରୀ ମହାମହିମ ଜିନା ରାୟମୋଣ୍ଡୋ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଆମେରିକା ବାଣିଜ୍ୟ ମନ୍ତ୍ରୀ @SecRaimondoଙ୍କ ଗତକାଲି ପ୍ରଧାନମନ୍ତ୍ରୀ@narendramodiଙ୍କ ସହ ଫଳପ୍ରସୂ ବୈଠକ ହୋଇଛି ।”
US Secretary of Commerce @SecRaimondo had a fruitful meeting with PM @narendramodi yesterday. pic.twitter.com/vRQKOcEdLB
— PMO India (@PMOIndia) March 11, 2023


