ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୫ରେ କାନାଡାର କାନାନାସ୍କିସ୍ଠାରେ ୫୧ତମ ଜି୭ ଶିଖର ସମ୍ମିଳନୀ ଅବସରରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କୁ ଭେଟିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“କାନାଡାରେ ଜି୭ ଶିଖର ସମ୍ମିଳନୀ ସମୟରେ ମୋର ବନ୍ଧୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅଲ୍ବାନିଜ୍ଙ୍କୁ ସାକ୍ଷାତ କରି ଭଲ ଲାଗିଲା! @AlboMP”
Good to meet my friend, PM Albanese of Australia during the G7 Summit in Canada!@AlboMP pic.twitter.com/vJxaptve6Y
— Narendra Modi (@narendramodi) June 17, 2025


