ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ ଭଉଣୀ ଓ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ବୃଦ୍ଧି କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କର ଧର୍ଯ୍ୟ ଏବଂ ଉପଲବ୍ଧି ଉପରେ ଆମେ ଗର୍ବିତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଗମ୍ୟ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଓ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ଆହୁରି ବୃଦ୍ଧି କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି । ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ସାହସ ଏବଂ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ, ଏହା ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି ।

ମାଇଗଭ୍‌ଇଣ୍ଡିଆ ଏବଂ ମୋଦୀ ଆର୍କାଇଭ୍ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସରେ ଏକ ଶୃଙ୍ଖଳାର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :

“ଆଜି ଆମେ #9YearsOfSugamyaBharat ଉଲ୍ଲେଖ କରୁଛୁ ଏବଂ ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କ ପାଇଁ ଉପଲବ୍ଧତା, ସମାନତା ଏବଂ ସୁଯୋଗ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ । #9YearsOfSugamyaBharat””

“ଆମର ଦିବ୍ୟାଙ୍ଗ ଭଉଣୀ ଏବଂ ଭାଇମାନଙ୍କର ଧର୍ଯ୍ୟ ଏବଂ ଉପଲବ୍ଧି ଉପରେ ଆମେ ଗର୍ବିତ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପାରାଲିମ୍ପିକ୍ସରେ ଭାରତର ସଫଳତା । ଏହା ଭିନ୍ନକ୍ଷମମାନଙ୍କର ‘କ୍ୟାନ୍ ଡୁ’ ଭାବନାକୁ ଦର୍ଶାଉଛି। #9YearsOfSugamyaBharat””

“ବାସ୍ତବରେ ଏକ ଅବିସ୍ମରଣୀୟ ସ୍ମୃତି ।! #9YearsOfSugamyaBharat””

“ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ଐତିହାସିକ ଗୃହୀତ ହେବା ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ପାଇଁ ଆମର ପ୍ରତିବଦ୍ଧତାର ଏକ ସ୍ପଷ୍ଟ ସଂକେତ । #9YearsOfSugamyaBharat””

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity