ଆଇଆଇଟି ଧରୱାଡକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ବିଶ୍ୱର ସବୁଠାରୁ ଦୀର୍ଘତମ ରେଳ ପ୍ଲାଟଫର୍ମ ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି
ପୁନଃବିକଶିତ ହୋସାପେଟେ ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି ଯାହା ହାମ୍ପି ସ୍ମାରକୀ ଶୈଳୀରେ ଡିଜାଇନ୍ ହୋଇଛି
ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଡବଲ ଇଞ୍ଜିନ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଗ୍ରାମ ଏବଂ ପଡାର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହ ଉଦ୍ୟମ କରୁଛନ୍ତି” “ଧରୱାଡ ହେଉଛି ସ୍ୱତନ୍ତ୍ର । ଏହା ଭାରତୀୟ ସାଂସ୍କୃତିକ ସ୍ପନ୍ଦନର ପ୍ରତିଛବି”
“ଧରୱାଡରେ ଆଇଆଇଟିର ନୂତନ କ୍ୟାମ୍ପସ୍ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବ । ଭବିଷ୍ୟତର ବିକାଶ ପାଇଁ ଏହା ଯୁବକ ମାନସିକତା ପ୍ରତିପୋଷଣ କରିବ”
“ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଆରମ୍ଭ କରି ପ୍ରକଳ୍ପର ଉଦଘାଟନ ପର୍ଯ୍ୟନ୍ତ ଡବଲ୍ ଇଞ୍ଜିନ ସରକାର ଦ୍ରୁତ ବେଗରେ କାମ କରୁଛି”
“ଉତ୍ତମ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‍ । ଅଧିକ ସଂଖ୍ୟକ ଗୁଣାତ୍ମକ ଅନୁଷ୍ଠାନ ଅଧିକରୁ ଅଧିକ ଲୋକଙ୍କ ପାଇଁ ଉତ୍ତମ ଶିକ୍ଷାର ସୁନିଶ୍ଚିତ କରିବ”
“ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ମାର୍ଟ ଶାସନ ହୁବାଲି-ଧରୱାଡ ଅଞ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବାଲୀ-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆଇଆଇଟି ଧରୱାଡ ରହିଛି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା, ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ୧୫୦୭ ମିଟର ଲମ୍ବ ବିଶିଷ୍ଟ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଯାହା ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ଦ୍ୱାରା ମାନ୍ୟତା ପାଇଛି, ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଇଘାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ ଆଦି ରହିଛି । ପ୍ରଧାନମନ୍ତ୍ରୀ ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଜୟଦେବ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଟୁପାରୀହଲ୍ଲା ବନ୍ୟା କ୍ଷତିଗ୍ରସ୍ତ ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଆରମ୍ଭରେ ହୁବାଲି ପରିଦର୍ଶନ କରିବାର ସୁଯୋଗ ପାଇବାକୁ ମନେ ପକାଇଥିଲେ ଏବଂ ତାଙ୍କୁ ସ୍ୱାଗତ କରିବାକୁ ଆସିଥିବା ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ଆଶୀର୍ବାଦ ଉପରେ ଆଲୋକପାତ କରିଥିଲେ । ଗତ କିଛି ବର୍ଷ ମଧ୍ୟରେ ବେଙ୍ଗାଲୁରୁରୁ ବେଲଗାଭି, କାଲବୁରାଗିରୁ ଶିବମୋଗା ଏବଂ ମହୀଶୂର ରୁ ତୁମୁରୁ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକବାସୀଙ୍କ ଦ୍ୱାରା ଦେଖାଯାଇଥିବା ଅତ୍ୟଧିକ ପ୍ରେମ ଏବଂ ସ୍ନେହରେ ସେ ଋଣୀ ଅଟନ୍ତି ଏବଂ ସରକାର ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ ସହିତ ଜୀବନକୁ ସହଜ କରିବା, ଯୁବକମାନଙ୍କ ପାଇଁ ଅନେକ ରୋଜଗାରର ସୁଯୋଗ ସୃଷ୍ଟି, ପରିଶୋଧର ଏକ ଉପାୟ ଭାବରେ ଏହି ଅଞ୍ଚଳର ମହିଳାମାନଙ୍କୁ ସଶକ୍ତ କରି ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି ସୂଚାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କର୍ଣ୍ଣାଟକର ଡବଲ୍ ଇଞ୍ଜିନ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ଗ୍ରାମ ଏବଂ ପଡାର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହ ଚେଷ୍ଟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶତାବ୍ଦୀ ଧରି ଧରୱାଡ ମାଲେନାଡୁ ଏବଂ ବାୟାଲୁ ସିମେ ଅଞ୍ଚଳ ମଧ୍ୟରେ ଏକ ମୁଖଶାଳା ହୋଇଆସିଛି ଯାହା ସମସ୍ତଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛି ଏବଂ ସମସ୍ତଙ୍କଠାରୁ ଶିକ୍ଷା କରି ନିଜକୁ ସମୃଦ୍ଧ କରିଛି । ତେଣୁ ଧରୱାଡ କେବଳ ଏକ ମୁଖଶାଳା ନୁହେଁ ବରଂ କର୍ଣ୍ଣାଟକ ଏବଂ ଭାରତର ଗତିଶୀଳତାର ପ୍ରତିଫଳନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଧରୱାଡ କର୍ଣ୍ଣାଟକର ସାଂସ୍କୃତିକ ରାଜଧାନୀ ଭାବରେ ଜଣାଶୁଣା ଏବଂ ସାହିତ୍ୟ ଓ ସଙ୍ଗୀତ ପାଇଁ ଜଣାଶୁଣା । ପ୍ରଧାନମନ୍ତ୍ରୀ ଧରୱାଡରୁ ସାଂସ୍କୃତିକ ମହାମନିଷୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ମାଣ୍ଡ୍ୟ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ନୂଆ ବେଙ୍ଗାଲୁରୁ ମହୀଶୂର ଏକ୍ସପ୍ରେସୱେ କର୍ଣ୍ଣାଟକର ସଫ୍ଟୱେୟାର ହବ ପରିଚୟକୁ ଆହୁରି ଆଗକୁ ନେବାକୁ ବାଟ ଖୋଲିବ । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଲାଗାଭିରେ ଅନେକ ବିକାଶମୂଳକ ପ୍ରକଳ୍ପର ଉତ୍ସର୍ଗୀକୃତ କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ସେ ଶିବମୋଗା କୁଭେମ୍ପୁ ବିମାନବନ୍ଦର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ସହିତ ଆଜିର ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକର ଏକ ନୂତନ ବିକାଶ କାହାଣୀ ଲେଖୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଧରୱାଡରେ ଆଇଆଇଟିର ନୂତନ କ୍ୟାମ୍ପସ୍ ଗୁଣାତ୍ମକ ଶିକ୍ଷାକୁ ସୁଗମ କରିବ ଏବଂ ଆସନ୍ତାକାଲିର ଯୁବ ମାନସିକତାକୁ ଭଲ ବାଟ ଦେଖାଇବ । ସେ ସୂଚାଇ ଦେଇଛନ୍ତି ଯେ ନୂତନ ଆଇଆଇଟି କ୍ୟାମ୍ପସ କର୍ଣ୍ଣାଟକର ବିକାଶ ଯାତ୍ରା ଇତିହାସରେ ଏକ ନୂତନ ଅଧ୍ୟାୟ ରଚନା କରୁଛି । ସେ ଧରୱାଡ ଆଇଆଇଟି କ୍ୟାମ୍ପସର ଉଚ୍ଚ ବୈଷୟିକ ସୁବିଧା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଏହା ପ୍ରକାଶ କରିଛନ୍ତି ଯେ ଏହା ପ୍ରେରଣାର ଉତ୍ସ ଭାବରେ କାର୍ଯ୍ୟ କରିବ ଯାହା ଏହି ଅନୁଷ୍ଠାନକୁ ବିଶ୍ୱର ଅନ୍ୟାନ୍ୟ ଅଗ୍ରଣୀ ଅନୁଷ୍ଠାନ ସହିତ ସମାନ ଉଚ୍ଚତାକୁ ନେଇଯିବ । ଆଇଆଇଟି ଧରୱାଡ କ୍ୟାମ୍ପସ ବର୍ତ୍ତମାନର ସରକାରଙ୍କ ‘ସଙ୍କଳ୍ପ ସେ ସିଦ୍ଧି' (ଅର୍ଥାତ ସଂକଳ୍ପରୁ ସଫଳତା) ଆବେଗର ଏକ ପ୍ରମୁଖ ଉଦାହରଣ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଫେବୃଆରୀ ୨୦୧୯ ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା କଥା ମନେ ପକାଇଥିଲେ ଏବଂ ୪ବର୍ଷ ମଧ୍ୟରେ ଏହାର ସମାପ୍ତି ଉପରେ ଖୁସି ବ୍ୟକ୍ତ କରିଥିଲେ, ଯଦିଓ କରୋନା ମହାମାରୀ ହେତୁ ଅନେକ ବାଧାବିଘ୍ନ ଆସିଥିଲା । ଭିତ୍ତି ପ୍ରସ୍ତର ସ୍ଥାପନ ଠାରୁ ଆରମ୍ଭ କରି ପ୍ରକଳ୍ପର ଉଦଘାଟନ ପର୍ଯ୍ୟନ୍ତ, ଡବଲ୍ ଇଞ୍ଜିନ୍ ସରକାର ଦ୍ରୁତ ବେଗରେ କାମ କରନ୍ତି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଆମେ ସେହି ସମାନ ପ୍ରକଳ୍ପର ଉଦଘାଟନ କରିବାର ସଂକଳ୍ପରେ ବିଶ୍ୱାସ କରୁ, ଯାହାର ଭିତ୍ତି ପ୍ରସ୍ତର ଆମ ଦ୍ୱାରା ରଖାଯାଇଛି ।

ପ୍ରଧାନମନ୍ତ୍ରୀ ପୂର୍ବ ବର୍ଷଗୁଡିକର ଚିନ୍ତା ପ୍ରକ୍ରିୟାରେ ଦୁଃଖ ପ୍ରକାଶ କରିଛନ୍ତି ଯେ ଗୁଣାତ୍ମକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସମ୍ପ୍ରସାରଣ ଦ୍ୱାରା ସେମାନଙ୍କ ବ୍ରାଣ୍ଡର ହ୍ରାସ ପାଇବ । ଏହି ଚିନ୍ତାଧାରା ଯୁବ ପୀଢି ପାଇଁ ବ୍ୟାପକ କ୍ଷତି ଘଟାଇଲା ଏବଂ ନୂତନ ଭାରତ ଏହି ଚିନ୍ତାଧାରାକୁ ପଛରେ ଛାଡି ଚାଲିଯାଉଛି ବୋଲି ସେ କହିଛନ୍ତି । ଉତ୍ତମ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିବା ଉଚିତ୍‍ । ଅଧିକ ସଂଖ୍ୟକ ଗୁଣାତ୍ମକ ଅନୁଷ୍ଠାନ ଅଧିକ ଲୋକଙ୍କ ପାଇଁ ଉତ୍ତମ ଶିକ୍ଷାର ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି । ସେଥିପାଇଁ ସେ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଭାରତରେ ଗୁଣାତ୍ମକ ଅନୁଷ୍ଠାନ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏମ୍‍ସ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି, ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ ୩୮୦ ମେଡିକାଲ କଲେଜ ତୁଳନାରେ ଗତ ୯ ବର୍ଷରେ ୨୫୦ ଟି ମେଡିକାଲ କଲେଜ ଖୋଲାଯାଇଛି । ଏହି ୯ ବର୍ଷ ମଧ୍ୟରେ ଅନେକ ନୂତନ ଆଇଆଇଏମ ଏବଂ ଆଇଆଇଟି ପ୍ରତିଷ୍ଠା ହୋଇଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ଏହାର ସହରଗୁଡ଼ିକୁ ଆଧୁନିକୀକରଣ କରି ଆଗକୁ ବଢୁଛି । ସେ କହିଛନ୍ତି ଯେ ହୁବାଲି-ଧରୱାଡ ସ୍ମାର୍ଟ ସିଟି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛି ଏବଂ ଆଜି ଅନେକ ସ୍ମାର୍ଟ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ସେ କହିଛନ୍ତି, ଜ୍ଞାନକୌଶଳ, ଭିତ୍ତିଭୂମି ଏବଂ ସ୍ମାର୍ଟ ପ୍ରଶାସନ ହୁବାଲୀ-ଧରୱାଡ ଅଞ୍ଚଳକୁ ନୂଆ ଉଚ୍ଚତାକୁ ନେଇଯିବ ।

କର୍ଣ୍ଣାଟକର ଲୋକମାନେ ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାଡିଓର୍ଭାସ୍କୁଲାର୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଉପରେ ବିଶ୍ୱାସ କରିଛନ୍ତି ଯାହା ବେଙ୍ଗାଲୁରୁ, ମହୀଶୂର ଏବଂ କାଲବର୍ଗୀରେ ସେବା କରୁଛି । ଆଜି ହୁବାଲିରେ ଏହାର ତୃତୀୟ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଧରୱାଡ ଏବଂ ଏହାର ଆଖପାଖ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜଲ ଜୀବନ ମିଶନ ଅଧୀନରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ଯେଉଁଠାକୁ ରେଣୁକା ସାଗର ଜଳଭଣ୍ଡାର ଏବଂ ମାଲାପ୍ରଭା ନଦୀରୁ ଜଳ ଆସିବା ସହିତ ଟ୍ୟାପ୍ ମାଧ୍ୟମରେ ୧.୨୫ ଲକ୍ଷରୁ ଅଧିକ ଘରକୁ ଯୋଗାଯିବ । ଧରୱାଡରେ ନୂତନ ଜଳ ବିଶୋଧନାଗାର ପ୍ରସ୍ତୁତ ହେବାପରେ ସମଗ୍ର ଜିଲ୍ଲାର ଲୋକମାନେ ଏହି ସୁବିଧା ପାଇବେ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତୁପାରୀହଲ୍ଲା ବନ୍ୟା କ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ଆଜି ମଧ୍ୟ କରାଯାଇଛି ଏବଂ ଏହି ଅଞ୍ଚଳରେ ବନ୍ୟା ଯୋଗୁଁ ହେଉଥିବା କ୍ଷତି ହ୍ରାସ ପାଇବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ କର୍ଣ୍ଣାଟକ ସଂଯୋଗ ଦୃଷ୍ଟିରୁ ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚିଛି କାରଣ ସିଦ୍ଧରୋଧା ସ୍ୱାମୀଜୀ ଷ୍ଟେସନରେ ବର୍ତ୍ତମାନ ବିଶ୍ୱର ସବୁଠୁ ବଡ ପ୍ଲାଟଫର୍ମ ରହିଛି । ସେ କହିଛନ୍ତି ଯେ ଏହା କେବଳ କୌଣସି ରେକର୍ଡ କିମ୍ବା ପ୍ଲାଟଫର୍ମର ସମ୍ପ୍ରସାରଣ ନୁହେଁ ବରଂ ଏହା ଚିନ୍ତାଧାରାକୁ ଆଗକୁ ବଢାଇଥାଏ ଯାହା ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦେଇଥାଏ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ହୋସାପେଟେ - ହୁବାଲି - ଟିନାଏହାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟେ ଷ୍ଟେସନର ନବୀକରଣ ଏହି ଦୃଷ୍ଟିକୋଣକୁ ଦୃଢ କରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ମାର୍ଗ ମାଧ୍ୟମରେ ବୃହତ ପରିମାଣରେ ଶିଳ୍ପ ପାଇଁ କୋଇଲା ପରିବହନ କରାଯାଇଥାଏ ଏବଂ ଏହି ଲାଇନର ବିଦ୍ୟୁତିକରଣ ପରେ ଡିଜେଲ ଉପରେ ର୍ନିଭରଶୀଳତା ହ୍ରାସ ପାଇବ ଏବଂ ଏହି ପ୍ରକ୍ରିୟାରେ ପରିବେଶକୁ ସୁରକ୍ଷା ଦେଇହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରୟାସ ଏହି ଅଞ୍ଚଳର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଏକ ସମୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ଉନ୍ନତ ତଥା ଆଧୁନିକ ଭିତ୍ତିଭୂମି କେବଳ ଦେଖିବାକୁ ଭଲ ନୁହେଁ ବରଂ ଏହା ଲୋକଙ୍କ ଜୀବନକୁ ମଧ୍ୟ ସହଜ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉନ୍ନତ ସଡ଼କ ଏବଂ ଡାକ୍ତରଖାନାର ଅଭାବ ହେତୁ ସମସ୍ତ ସମ୍ପ୍ରଦାୟ ଏବଂ ବୟସର ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ସମଗ୍ର ଦେଶରେ ବିକଶିତ ଉନ୍ନତ ଭିତ୍ତିଭୂମିର ଲାଭ ଉଠାଉଛନ୍ତି । ସେ ଛାତ୍ର, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀର ଉଦାହରଣ ଦେଇଛନ୍ତି, ଯେଉଁମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉନ୍ନତ ଯୋଗାଯୋଗର ବ୍ୟବହାର କରୁଛନ୍ତି । ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ କରାଯାଇଥିବା କାର୍ଯ୍ୟ ଉପରେ ଆଲୋପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଗ୍ରାମଗୁଡିକରେ ସଡ଼କ ନେଟୱାର୍କ ଦ୍ୱିଗୁଣିତ ହୋଇଛି ଏବଂ ଜାତୀୟ ରାଜପଥ ନେଟୱାର୍କ ୫୫% ରୁ ଅଧିକ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଦେଶର ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଇଣ୍ଟରନେଟ୍ ଦୁନିଆରେ ଭାରତ ସେତେଟା ପ୍ରତିଷ୍ଠିତ ନଥିଲା । ଆଜି ଭାରତ ସବୁଠାରୁ ଶକ୍ତିଶାଳୀ ଡିଜିଟାଲ ଅର୍ଥନୀତି ମଧ୍ୟରେ ରହିଛି । ସରକାର ଶସ୍ତା ଇଣ୍ଟରନେଟ୍ ଉପଲବ୍ଧ କରି ଏହାକୁ ଗ୍ରାମକୁ ନେଇଯାଇଛନ୍ତି । ସେ କହିଛନ୍ତି, ଗତ ୯ ବର୍ଷରେ ଦୈନିକ ହାରାହାରି ୨.୫ ଲକ୍ଷ ବ୍ରଡବ୍ୟାଣ୍ଡ ସଂଯୋଗ ଦିଆଯାଉଥିଲା । ଭିତ୍ତିଭୂମି ବିକାଶରେ ଏଭଳି ଗତି ଆସୁଛି କାରଣ ଆଜି ଦେଶର ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ର୍ନିମାଣ କରାଯାଉଛି । ପୂର୍ବରୁ ରାଜନୈତିକ ଲାଭ ଏବଂ କ୍ଷୟକ୍ଷତି ଆକଳନ କରିବା ପରେ ରେଳ ଏବଂ ସଡକ ପ୍ରକଳ୍ପ ଘୋଷଣା କରାଯାଇଥିଲା । ଆମେ ସମଗ୍ର ଦେଶ ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ନେଇ ଆସିଛୁ । ଯେତେବେଳେ ଦେଶର ଆବଶ୍ୟକତା ଅଛି, ଭିତ୍ତିଭୂମି ଦ୍ରୁତ ଗତିରେ ର୍ନିମାଣ ହୋଇପାରିବ ବୋଲି ସେ କହିଛନ୍ତି ।

ସାମାଜିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗୃହ, ଶୌଚାଳୟ, ରନ୍ଧନ ଗ୍ୟାସ୍‌, ଡାକ୍ତରଖାନା ଏବଂ ପାନୀୟଜଳ ଇତ୍ୟାଦିରେ ଅଭାବର ଦିନକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ ଆଜି ଆମେ ଯୁବକମାନଙ୍କୁ ଆସନ୍ତା ୨୫ ବର୍ଷ ମଧ୍ୟରେ ସେମାନଙ୍କର ସଂକଳ୍ପ ସମାଧାନ କରିବାକୁ ସମସ୍ତ ଉତ୍ସ ଯୋଗାଇ ଦେଉଛୁ ।

ପ୍ରଭୁ ବାସଭେଶ୍ୱରଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅନେକ ଅବଦାନ ମଧ୍ୟରେ ଅନୁଭବ ମଣ୍ଡପମର ପ୍ରତିଷ୍ଠାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାର ସାରା ବିଶ୍ୱରେ ଅଧ୍ୟୟନ କରାଯାଉଥିବା ଉଲ୍ଲେଖ କରିଛନ୍ତି । ସେ ଲଣ୍ଡନରେ ପ୍ରଭୁ ବାସଭେଶ୍ୱରଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଥିବା କଥା ମନେ ପକାଇଥିଲେ । ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲଣ୍ଡନରେ ଭାରତର ଗଣତନ୍ତ୍ର ଉପରେ ପ୍ରଶ୍ନ ଉଠିବା ଦୁର୍ଭାଗ୍ୟଜନକ । ଭାରତର ଗଣତନ୍ତ୍ରର ମୂଳ ଆମର ଶତାବ୍ଦୀ ଇତିହାସରୁ ନିଆଯାଇଛି । ଦୁନିଅ।ର କୌଣସି ଶକ୍ତି ଭାରତର ଗଣତାନ୍ତ୍ରିକ ପରମ୍ପରାକୁ କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଛନ୍ତି, କିଛି ଲୋକ କ୍ରମାଗତ ଭାବରେ ଭାରତର ଗଣତନ୍ତ୍ରକୁ ଅପମାନିତ କରୁଛନ୍ତି । ଏହିପରି ଲୋକମାନେ ଭଗବାନ ବାସଭେଶ୍ୱର ଏବଂ କର୍ଣ୍ଣାଟକ ଏବଂ ଦେଶର ଲୋକଙ୍କୁ ଅପମାନ କରୁଛନ୍ତି । ସେ ଏପରି ଲୋକଙ୍କଠାରୁ ସତର୍କ ରହିବାକୁ କର୍ଣ୍ଣାଟକବାସୀଙ୍କୁ ଚେତାଇ ଦେଇଛନ୍ତି ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ପରିଚୟ ବୈଷୟିକ-ଭବିଷ୍ୟତକୁ ଭାରତ ଆଗକୁ ନେବାକୁ ଗୁରୁତ୍ୱାରୋପ କରିଥିଲେ । କର୍ଣ୍ଣାଟକ ହେଉଛି ହାଇଟେକ୍ ଇଣ୍ଡିଆର ଇଞ୍ଜିନ ବୋଲି ଅଭିହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଏହି ହାଇଟେକ୍ ଇଞ୍ଜିନକୁ ଶକ୍ତି ଦେବା ପାଇଁ ଡବଲ୍ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀ ଏବଂ କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଆଇଆଇଟି ଧରୱାଡକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହି ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ୮୫୦ କୋଟି ଟଙ୍କାରେ ବିକଶିତ ଏହି ଅନୁଷ୍ଠାନ ବର୍ତ୍ତମାନ ୪ ବର୍ଷିଆ ବି.ଟେକ୍ ପାଠ୍ୟକ୍ରମ, ୫ ବର୍ଷର ଇଣ୍ଟର-ଡିସିପ୍ଲିନାରୀ ବିଏସ୍‍-ଏମ୍‍ଏସ୍‍ ପାଠ୍ୟକ୍ରମ, ଏମ୍‍.ଟେକ୍‍ ଏବଂ ପିଏଚ୍‍.ଡି ପାଠ୍ୟକ୍ରମ ପ୍ରଦାନ କରୁଛି । 

ପ୍ରଧାନମନ୍ତ୍ରୀ ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଏହି ରେକର୍ଡକୁ ସ୍ୱୀକୃତି ଦିଆଯାଇଛି । ୧୫୦୭ ମିଟର ଲମ୍ବା ପ୍ଲାଟଫର୍ମ ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଏହାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ କାର୍ଯ୍ୟକୁ ଉତ୍ସର୍ଗ କରିଛନ୍ତି । ୫୩୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଥିବା ବିଦ୍ୟୁତିକରଣ ପ୍ରକଳ୍ପ ବୈଦ୍ୟୁତିକ ଟ୍ରାକ୍ସନ୍ ଉପରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ କରିବ । ପୁନଃ ବିକଶିତ ହୋସାପେଟ ଷ୍ଟେସନ ଯାତ୍ରୀମାନଙ୍କୁ ସୁବିଧା ଏବଂ ଆଧୁନିକ ସ୍ୱାଚ୍ଛନ୍ଦ ଯୋଗାଇବ । ଏହାକୁ ହାମ୍ପି ସ୍ମାରକୀ ଶୈଳୀରେ ଡିଜାଇନ୍ କରାଯାଇଛି ।

ପ୍ରଧାନମନ୍ତ୍ରୀ ହୁବାଲୀ-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡିକର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ ୫୨୦ କୋଟି ଟଙ୍କା । ଏହି ପ୍ରୟାସଗୁଡିକ ସ୍ୱଚ୍ଛତା, ନିରାପଦ ଏବଂ ସର୍ବସାଧାରଣଙ୍କ କାର୍ଯ୍ୟ ପାଇଁ ସ୍ଥାନ ସୃଷ୍ଟି କରି ସହରକୁ ଏକ ଭବିଷ୍ୟତ ସହରୀ କେନ୍ଦ୍ରରେ ରୂପାନ୍ତରଣ କରି ଜୀବନଶୈଳୀରେ ଉନ୍ନତି ଆଣିବ । 

ପ୍ରଧାନମନ୍ତ୍ରୀ ଜୟଦେବ ଡାକ୍ତରଖାନା ଏବଂ ଭବେଷଣା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନାର ବିକାଶ କରାଯିବ ଏବଂ ଏହି ଅଞ୍ଚଳର ଲୋକଙ୍କୁ ହୃଦରୋଗ ଚିକତ୍ସା ଯୋଗାଇବ । ଏହି ଅଞ୍ଚଳରେ ଜଳ ଯୋଗାଣକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଧରୱାଡ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୧୦୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକଶିତ ହେବ । ପ୍ରାୟ ୧୫୦ କୋଟି କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଟୁପାରୀହଲା ବନ୍ୟା କ୍ଷୟକ୍ଷତି ନିୟନ୍ତ୍ରଣ ପ୍ରକଳ୍ପ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଟି ବନ୍ୟା କାରଣରୁ ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ଏବଂ ପ୍ରାଚୀର ଏବଂ ବନ୍ଧ ବନ୍ଧ ର୍ନିମାଣରେ ଜଡିତ ଅଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the Hindustan Times Leadership Summit
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।