ଗତ ଚାରି ବର୍ଷ ମଧ୍ୟରେ ପୁଞ୍ଜି ବିନିଯୋଗ ବୃଦ୍ଧି ତଥା ବ୍ୟବସାୟରେ ସୁଗମତା ପାଇଁ ଉତ୍ତରପ୍ରଦେଶର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଟ୍ଵିଟ୍ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ ଏବଂ ଛୋଟ ସହର ମଧ୍ୟ ଏହି ସଫଳତାର ସାକ୍ଷୀ ରହିଛନ୍ତି ।
उत्तर प्रदेश ने पिछले चार वर्षों के दौरान निवेश बढ़ाने और 'Ease of Doing Business’ को सुधारने में उल्लेखनीय प्रयास किए हैं। गौर करने वाली बात यह है कि छोटे शहर और ग्रामीण इलाके भी इन उपलब्धियों के साक्षी बन रहे हैं। https://t.co/FR4n7zTuCd
— Narendra Modi (@narendramodi) July 2, 2021


