ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ସାଂସଦ ବ୍ରିଜ ଲାଲ ନିଜ ଘରେ ଘରଚଟିଆ ସଂରକ୍ଷଣ ପାଇଁ କରୁଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ରାଜ୍ୟସଭା ସାଂସଦଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବହୁତ ବଢିଆ ! ଆପଣଙ୍କ ଏହି ଉଦ୍ୟମ ସମସ୍ତଙ୍କୁ ପ୍ରେରିତ କରିବ ।”
बहुत खूब! आपका यह प्रयास हर किसी को प्रेरित करेगा। https://t.co/k2ZbOrtcod
— Narendra Modi (@narendramodi) February 19, 2023


