“ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ’ ସେ ଭାରତର ଆଧ୍ୟାତ୍ମିକ ପରମ୍ପରାର ବାହକ”
“ଭାରତ ଏହିଭଳି ଦେଶ ଯେଉଁଠି ଉପଚାର ହେଉଛି ସେବା, ସୁଧାର ହେଉଛି ବଦାନ୍ୟତା, ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଭାବେ ଜଡିତ”
“ଶିକ୍ଷା ଓ ଔଷଧ ଆମର ଧାର୍ମିକ ଓ ସାମାଜିକ ପ୍ରତିଷ୍ଠାନ ଦ୍ୱାରା ସରକାରୀ ଘରୋଇ ଭାଗିଦାରିତା କୁହାଯାଉଥିଲେ ମଧ୍ୟ ମୁଁ ଏହାକୁ ‘ପରସ୍ପର ପ୍ରୟାସ’ ଭାବେ ବିବେଚନା କରେ”
“ଭାରତ ଟିକା ନେଇ ଅନ୍ୟ ଦେଶ ଭଳି କୌଣସି ବିଦ୍ୱେଷର ସାମନା କରି ନାହିଁ, କାରଣ ଏ ବାର୍ତ୍ତା ଆଧ୍ୟାତ୍ମିକ ନେତାଙ୍କର ଥିଲା”
“ଆମେ ଯେତେବେଳେ ଦାସତ୍ୱର ମାନସିକତା ପରିହାର କରିବା ଆମ କାର୍ଯ୍ୟର ଗତିପଥ ମଧ୍ୟ ବଦଳିଯିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍‌ପିଟାଲର ଉଦ୍‌ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ  ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଯେତେବେଳେ ଅମୃତକାଳ ମଧ୍ୟକୁ ପ୍ରବେଶ କରୁଛି ଓ ସମ୍ମିଳିତ ଆକାଂକ୍ଷା ଓ ସଂକଳ୍ପ ଏହାକୁ ପ୍ରକୃତ ରୂପ ଦେବାକୁ ଯାଉଛନ୍ତି, ସେତେବେଳେ ଦେଶ ଶ୍ରୀ ମାତା ଅମୃତାନନ୍ଦ ମୟୀଙ୍କ ଆଶୀର୍ବାଦର ଅମୃତଧାରା ପାଉଛି । ସେ କହିଥିଲେ ଯେ ଏହି ହସ୍‌ପିଟାଲ ଆଧ୍ୟାତ୍ମିକତା  ଓ ଆଧୁନିକତାର ସମନ୍ୱୟ ଓ ଏହା ରୋଗୀଙ୍କ ନିମନ୍ତେ କମ୍ ବ୍ୟୟ ସାପେକ୍ଷ ଉପଚାର ଯୋଗାଇବ । “ଆମ୍ମା ହେଉଛନ୍ତି ପ୍ରେମ, ଦୟା, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେ ଭାରତର ଆଧ୍ୟାତ୍ମିକ ପରମ୍ପରାରର ବାର୍ତ୍ତାବହ” ବୋଲି ସେ କହିଥିଲେ ।

ଭାରତର ସେବା ଓ ଔଷଧର ମହାନ ପରମ୍ପରା ରହି ଆସିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଭାରତ ଏପରି ଦେଶ ଯେଉଁଠି ଉପଚାର ହିଁ ସେବା ଓ ସୁଧାର ଏକ ବଦନ୍ୟତା । ଏଠାରେ ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମିକତା ପରସ୍ପର ଅଙ୍ଗାଙ୍ଗୀଭାବେ ଜଡିତ । ଡାକ୍ତରୀ ବିଜ୍ଞାନ ଆମର ବେଦ ଭଳି । ଆମେ ମଧ୍ୟ ଆମର ଡାକ୍ତରୀ ବିଜ୍ଞାନକୁ ଆୟୁର୍ବେଦର ନାମ ଦେଇଛୁ ।’ ସେ ସମବେତ ଜନତାଙ୍କୁ ମନେ ପକାଇ କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଓ ସେବା ମନୋଭାବ କେବେ ବି ବିସ୍ତୃତିର ଅତଳ ସାଗରରେ ଲୀନ ହୋଇନାହିଁ । ଏପରିକି ଶହ ଶହ ବର୍ଷର ଦାସତ୍ୱ ସତ୍ତ୍ୱେ ବି ଏହା ଜୀଇଁ ରହିଛି ।

ସେ କହିଥିଲେ ଯେ ଦେଶର ସୌଭାଗ୍ୟ ଯେ ଦିବ୍ୟ ଋଷି ପୂଜ୍ୟ ଆମ୍ମାଙ୍କ ଉପରେ ଆଧ୍ୟାତ୍ମିକ ଶକ୍ତି ଦେଶର କୋଣ ଅନୁକୋଣେ ବ୍ୟାପି ରହିଛି । ସେ କହିଥିଲେ ଯେ ଶିକ୍ଷା ଓ ଔଷଧ ନେଇ ଆମର ଦାୟିତ୍ୱ ଧାର୍ମିକ ଓ ସାମାଜିକ ଅନୁଷ୍ଠାନଗୁଡିକ ଯେପରି ତୁଲାଉଥିଲେ ତାହା ପୁରୁଣା କାଳରେ ପିପିପି ମଡେଲ ସଦୃଶ ।” ଏହା ସରକାରୀ ଘରୋଇ ଭାଗିଦାରିତା କିନ୍ତୁ ମୁଁ ଏହାକୁ ‘ପରସ୍ପର ପ୍ରୟାସ’ ଭାବେ ବିବେଚନା କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତରେ ତିଆରି ଟିକା ଓ କେତେକଙ୍କ ପ୍ରଚାର ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଏହାଫଳରେ ସମାଜ ଅନେକ ପ୍ରକାର ଗୁଜବ ପ୍ରଚାର ହେଲା । ଯେତେବେଳେ ଆଧ୍ୟତ୍ମିକ ଗୁରୁ ଓ ଧାର୍ମିକ ନେତାମାନେ ଏକାଠି ହୋଇ ଜନସାଧାରଣଙ୍କୁ ଗୁଜବର ବଶବର୍ତ୍ତୀ ନ ହେବାକୁ ପ୍ରବର୍ତ୍ତାଇଲେ ସେତେବେଳେ ଏହା ସଫଳ ହେଲା । ଅନ୍ୟାନ୍ୟ ଦେଶରେ ଟିକା ପ୍ରତି ଦେଖା ଦେଉଥିବା ବିଦ୍ୱେଷ ଭାରତକୁ  ଆଉ ସାମ୍ନା କରିବାକୁ ପଡିଲା ନାହିଁ ।

ଲାଲକିଲ୍ଳାର ପ୍ରାଚୀର ଉପରୁ ଦେଇଥିବା ଉଦ୍‌ବୋଧନ ଅବତାରଣା କରି ପ୍ରଧାନମନ୍ତ୍ରୀ ଅମୃତ କାଳରେ ସେ ପାଞ୍ଚଟି ଶପଥ କଥା ଦେଶବାସୀଙ୍କ ସମ୍ମୁଖରେ ରଖିଥିବା କହିଥିଲେ । ସେଥିରୁ ଗୋଟିଏ ପଣ ହେଉଛି ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ପରିହାର । ଏ ବିଷୟ ଦେଶରେ ମଧ୍ୟ ବ୍ୟାପକ ଆଲୋଚନାର ବିଷୟବସ୍ତୁ ପାଲଟିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯଦି ଏହି ମାନସିକତା ପରିହାର କରୁ, ତେବେ ଆମ କାର୍ଯ୍ୟର ଦିଗ ମଧ୍ୟ ବଦଳିଯିବ ।” ଏହି ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ, କାରଣ ଦେଶର ପାରମ୍ପରିକ ଜ୍ଞାନ ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଉଛି । ଯୋଗ ଆଜି ବିଶ୍ୱବ୍ୟାପୀ ଆଦୃତ ଓ ବିଶ୍ୱ ଆସନ୍ତାବର୍ଷକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଯାଉଛି ।

ତାଙ୍କ ଅଭିଭାଷଣ ସମାପନରେ ପ୍ରଧାନମନ୍ତ୍ରୀ କହିଥିôଲେ ଯେ ଆଜି ହରିୟାଣା ଦେଶର ଏକ ଅଗ୍ରଣୀ ରାଜ୍ୟ ଯେଉଁଠି ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି । ବେଟି ବଚାଓ, ବେଟି ପଢାଓ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଧାନମନ୍ତ୍ରୀ ହରିୟାଣାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସୁସ୍ଥତା ଓ କ୍ରୀଡା ହରିୟାଣାର ସଂସ୍କୃତିରେ ରହିଛି ବୋଲି ସେ କହିଥିଲେ ।

 

 

 

 

 

 

ପୃଷ୍ଠଭୂମି:

 ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅମ୍ରିତ ହସ୍‌ପିଟାଲର ଉଦ୍‌ଘାଟନ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳରେ ଏକ ଆଧୁନିକ ଡାକ୍ତରୀ ଭିତ୍ତିଭୂମି ମିଳିଛି । ମାତା ଅମୃତାନନ୍ଦ ମୟୀ ସଂସ୍ଥା ପକ୍ଷରୁ ପରିଚାଳିତ ଏହି ଅତି ସ୍ୱତନ୍ତ୍ର ହସ୍‌ପିଟାଲରେ ୨୬୦୦ଟି ଶଯ୍ୟା ରହିଛି । ପ୍ରାୟ ଛଅ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍‌ପିଟାଲ ଫରିଦାବାଦ ଓ ଏନ୍‌ସିଆର ଅଞ୍ଚଳବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to outpace global growth despite uncertainty, says IMF chief Georgieva

Media Coverage

India to outpace global growth despite uncertainty, says IMF chief Georgieva
NM on the go

Nm on the go

Always be the first to hear from the PM. Get the App Now!
...
Let us together make the India-Austria partnership innovation-centric and future-ready: PM Modi at the India-Austria Joint Press Meet
April 16, 2026

Your Excellency, चांसलर स्टॉकर

दोनों देशों के delegates,

मीडिया के साथियों,

नमस्कार!

ग्रूस गॉट

चांसलर स्टॉकर, आपकी पहली भारत यात्रा पर मैं आपका हार्दिक स्वागत करता हूँ। हमे बहुत खुशी है कि आपने यूरोप के बाहर अपनी पहली यात्रा के लिए भारत को चुना। यह आपके विज़न और भारत-ऑस्ट्रीया संबंधों के प्रति आपकी प्रतिबद्धता को दर्शाता है।

चार दशकों के बाद ऑस्ट्रिया के चांसलर की भारत यात्रा अत्यंत महत्वपूर्ण है। वर्ष 2026 के ऐतिहासिक भारत -यूरोपियन यूनियन फ्री ट्रेड अग्रीमन्ट के बाद, भारत और यूरोपियन यूनियन के बीच संबंधों में एक नए सुनहरे अध्याय की शुरुआत हुई है। चांसलर स्टॉकर की विज़िट से, हम भारत-ऑस्ट्रिया संबंधों को भी एक नए कालखंड में ले जा रहे हैं।

Friends,

इंफ्रास्ट्रक्चर, इनोवेशन और सस्टेनिबिलिटी में भारत और ऑस्ट्रिया भरोसेमंद साझेदार रहे हैं। दिल्ली मेट्रो हो या हिमालय पर दस हजार फीट की ऊँचाई पर बना अटल टनल, ऑस्ट्रिया की टनलिंग एक्स्पर्टीज़ ने अपनी मजबूत छाप छोड़ी है।

इतना ही नहीं, रेल्वे प्रोजेक्ट्स से लेकर गुजरात के गिरनार रोपवे तक, क्लीन एनर्जी से लेकर urban डेवलपमेंट तक, भारत के कई इंजीनियरिंग प्रोजेक्ट्स में ऑस्ट्रियन कंपनियाँ सक्रिय भागीदार रही हैं।

Friends,

चांसलर स्टॉकर की यह यात्रा ट्रेड और इनवेस्टमेंट में नई ऊर्जा लाएगी। हमे बहुत खुशी है, कि वे एक बड़े vision और बड़े बिजनस delegation के साथ भारत आए हैं।

हम ऑस्ट्रिया की एक्स्पर्टीज़, और भारत की स्पीड और स्केल को जोड़कर, पूरे विश्व के लिए reliable टेक्नॉलजी और supply chain सुनिश्चित करेंगे। हम डिफेन्स, सेमीकन्डक्टर, quantum, और bio-टेक्नॉलजी में भी अपनी पार्ट्नर्शिप को सुदृढ़ करेंगे।

साथ ही, हम इंजीनियरिंग और टेक्निकल एजुकेशन सहयोग को भी और मजबूत करेंगे। IIT दिल्ली और ऑस्ट्रिया की मोंटान यूनिवर्सिटी के बीच आज साइन किया जा रहा MOU, इस knowledge एक्सचेंज का एक उज्ज्वल उदाहरण है।

Friends,

भारत का टैलेंट, ऑस्ट्रिया की innovation और productivity को बढ़ाने की क्षमता रखता है।

2023 में हमने ऑस्ट्रिया के साथ एक व्यापक माइग्रेशन एण्ड मोबिलिटी अग्रीमन्ट किया। अब इस अग्रीमन्ट के अंतर्गत, हम nursing सेक्टर में भी मोबिलिटी को आगे बढ़ाएंगे।

हम जॉइन्ट रिसर्च और start-up सहयोग को भी और मजबूत करेंगे। यूथ एक्सचेंज को प्रमोट करने के लिए, हम आज भारत-ऑस्ट्रिया वर्किंग हॉलिडे प्रोग्राम भी लॉन्च कर रहें हैं।

Friends,

आज पूरा विश्व एक बहुत ही गंभीर और तनावपूर्ण स्थिति से गुजर रहा है। और इसका प्रभाव हम सभी पर पड़ रहा है। ऐसे तनावपूर्ण वैश्विक माहौल में, भारत और ऑस्ट्रिया, हम एकमत हैं कि, मिलिटरी कॉन्फ्लिक्ट से समस्याओं का समाधान नहीं निकल सकता। यूक्रेन हो या वेस्ट एशिया, हम एक stable, सस्टेनबल और lasting peace का समर्थन करते हैं।

हम इस बात पर भी एकमत हैं, कि बढ़ते ग्लोबल challenges के समाधान के लिए Global institutions का रिफॉर्म अनिवार्य है। और आतंकवाद को जड़ से मिटाना, हमारी साझी प्रतिबद्धता है।

Your Excellency,

2024 में मेरी ऑस्ट्रिया की यात्रा भी, चार दशकों बाद हुई थी। उस विज़िट के बाद आज भारत में आपका स्वागत करना, हमारे लिए बहुत गर्व और खुशी की बात है। आइए, हम भारत-ऑस्ट्रिया साझेदारी को इनोवेशन centric और फ्यूचर रेडी बनाएं।

बहुत-बहुत धन्यवाद।