06.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ମହାମହିମ ଅନୁରା କୁମାର ଦିଶାନାୟକଙ୍କ ସହ ଆଜି ଅନୁରାଧାପୁରରେ ଭାରତ ସହାୟତାରେ ନିର୍ମିତ ଦୁଇଟି ରେଳ ପ୍ରକଳ୍ପର ଉଦଘାଟନ କରିବା ସହିତ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ଉଭୟ ନେତା ଭାରତ ପକ୍ଷରୁ ୯୧.୨୭ ନିୟୁତ ଆମେରିକୀୟ ଡଲାର ସହାୟତାରେ ୧୨୮ କିଲୋମିଟର ମାହୋ-ଓମାନଥାଇ ରେଳଲାଇନର ଉଦଘାଟନ କରିବା ପରେ ୧୪.୮୯ ଆମେରିକୀୟ ଡଲାର ର ଭାରତୀୟ ଅନୁଦାନ ସହାୟତାରେ ନିର୍ମିତ ମାହୋରୁ ଅନୁରାଧାପୁର ପର୍ଯ୍ୟନ୍ତ ଏକ ଉନ୍ନତ ସିଗନାଲିଂ ସିଷ୍ଟମ ନିର୍ମାଣର ଶୁଭାରମ୍ଭ କରିଥିଲେ ।

ଭାରତ-ଶ୍ରୀଲଙ୍କା ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ରେଳ ଆଧୁନିକୀକରଣ ପ୍ରକଳ୍ପଗୁଡିକ ଶ୍ରୀଲଙ୍କାରେ ଉତ୍ତର-ଦକ୍ଷିଣ ରେଳ ସଂଯୋଗକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହାଦ୍ୱାରା ସାରା ଦେଶରେ ଉଭୟ ଯାତ୍ରୀ ଓ ମାଲ ପରିବହନ ଦ୍ରୁତ ଓ ଦକ୍ଷ ହୋଇପାରିବ ।

Boosting connectivity and enhancing friendship!
— Narendra Modi (@narendramodi) April 6, 2025
In Anuradhapura, President Anura Kumara Dissanayake and I jointly inaugurated the track upgradation of the existing Maho-Omanthai railway line. The signalling project which involves the installation of an advanced signalling and… pic.twitter.com/n9ITvkXe9H
සම්බන්ධකතාවය වැඩි දියුණු කරමින්, මිත්රත්වය ඉහළ නංවමින්!
— Narendra Modi (@narendramodi) April 6, 2025
අනුරාධපුරයේ දී අනුර කුමාර දිසානායක ජනාධිපතිතුමා සහ මම දැනට පවතින මහව-ඕමන්තේ දුම්රිය මාර්ගයේ නවීකරණය කළ මාර්ගය විවෘත කළෙමු. මහව-අනුරාධපුරය කොටස සඳහා වැඩි දියුණු කරන ලද සංඥා සහ විදුලි සංදේශ පද්ධතියක් ස්ථාපිත කිරීම සඳහා වන… pic.twitter.com/hmGiWJaCsR
தொடர்புகளை மேம்படுத்தல் மற்றும் நட்புறவை வலுவாக்கல்!
— Narendra Modi (@narendramodi) April 6, 2025
அநுராதபுரத்தில், மாஹோ-ஓமந்தை இடையேயான தரமுயர்த்தப்பட்ட புகையிரதப் பாதையினை ஜனாதிபதி அநுர குமார திசாநாயக்க அவர்களும் நானும் கூட்டாக அங்குரார்ப்பணம் செய்துவைத்தோம். அதேபோல மாஹோ முதல் அனுராதபுரம் வரையிலான தொகுதிக்குரிய நவீன… pic.twitter.com/Uk2TSHXN2E


