ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କ ସମ୍ବୋଧନରେ ବିଭିନ୍ନ ବିଷୟ ସାମିଲ ରହିଛି, ବିଭିନ୍ନ କ୍ଷେତ୍ରରେ ହୋଇଥିବା ଯୁଗାନ୍ତକାରୀ ପରିବର୍ତ୍ତନର ସବିଶେଷ ଚିତ୍ର ପ୍ରଦାନ କରାଯାଇଛି । ସାଧାରଣ ନାଗରିକମାନେ କିଭଳି ସଶକ୍ତ ହୋଇ ପାରିଛନ୍ତି ଓ ‘ଏଜ ଅଫ ଲିଭିଂ’ର ଅଗ୍ରଗତି ସମ୍ପର୍କରେ ସେ ଆଲୋକପାତ କରିଛନ୍ତି ।”
Rashtrapati Ji's address to both Houses of Parliament covered a wide range of topics, giving an in-depth picture of the transformative changes taking place across sectors. She highlighted how common citizens have been empowered and 'Ease of Living' furthered. @rashtrapatibhvn pic.twitter.com/d37rKpCO53
— Narendra Modi (@narendramodi) January 31, 2023


