ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି କରୁଛି, ଯାହାକି ୧୪୦ କୋଟି ଭାରତୀୟଙ୍କ ଦକ୍ଷତା ଏପଂ ପ୍ରତିଭାର ଫଳ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ଅନ୍ତରୀକ୍ଷ କ୍ଷେତ୍ରରେ ବିଭିନ୍ନ ପ୍ରକାର ସଂସ୍କାର ଆଣିଛି । ଯାହାକି ଯୁବପିଢ଼ି, ଘରୋଇ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ନୂତନ ସମ୍ଭାବନାର ଅନ୍ୱେଷଣ ପାଇଁ ପ୍ରୋତ୍ସାହିତ କରୁଛି ଏବଂ ଭାରତୀ ଅନ୍ତରୀକ୍ଷ ଯାତ୍ରାରେ ଫଳପ୍ରଦ ଅବଦାନ ଦେଇପାରୁଛନ୍ତି ।

ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି, ଆଗାମୀ ଦିନରେ ଦେଶ ଅନ୍ତରୀକ୍ଷ କ୍ଷେତ୍ରରେ ନୂତନ ଶୀର୍ଷତାକୁ ଛୁଇଁ ପାରିବ । ଭାରତର ଅନ୍ତରୀକ୍ଷ ଯାତ୍ରାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଥିଲେ ।

ଭାରତର ମହାକାଶ ଯାତ୍ରା ଏବଂ ଅନ୍ତରୀକ୍ଷ ଷ୍ଟାର୍ଟଅପ ର ସଫଳତା ସମ୍ପର୍କରେ ମାଇଁଗଭଇଣ୍ଡିଆ ପକ୍ଷରୁ ଏକ୍ସ ଥ୍ରେଡରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“୧୪୦ କୋଟି ଭାରତୀୟ ଦକ୍ଷତା ଓ ପ୍ରତିଭା ବଳରେ ଆମ ଦେଶ ଅନ୍ତରୀକ୍ଷ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ଏବଂ ଆଗାମୀ ଦିନରେ ଏହାଠାରୁ ଅଧିକ କିଛି କରିବାକୁ ଯାଉଛୁ ମଧ୍ୟ!

#NationalSpaceDay ”

 

 

 

“Our Government has ushered in various reforms in the space sector, which have encouraged youngsters, private sector and Startups to explore new frontiers and contribute meaningfully to India’s space journey.

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"