ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଉଥିବା ପ୍ର୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଗୁଜରାଟରେ ସିଂହମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ କରୁଛି ।
ଏକ୍ସରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦର ପଟେଲଙ୍କ ଦ୍ୱାରା କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ବହୁତ ଉତ୍ସାହିତ କରୁଥିବା ସୂଚନା ! ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ‘ପ୍ରୋଜେକ୍ଟ ଲାୟନ’ ଅଧୀନରେ କରାଯାଇଥିବା ଉଦ୍ୟମ ଯୋଗୁଁ ଗୁଜରାଟରେ ସିଂହମାନଙ୍କୁ ଅନୁକୂଳ ପରିବେଶ ମିଳିବା ସହ ସେମାନଙ୍କର ସଂରକ୍ଷଣ ମଧ୍ୟ ସୁନିଶ୍ଚିତ ହୋଇଛି ।”
बहुत उत्साहित करने वाली जानकारी! यह देखकर बेहद खुशी हो रही है कि ‘प्रोजेक्ट लॉयन’ के तहत किए जा रहे प्रयासों से गुजरात में शेरों को अनुकूल माहौल मिलने के साथ ही उनका संरक्षण भी सुनिश्चित हो रहा है। https://t.co/YFUVBKVtF3
— Narendra Modi (@narendramodi) May 21, 2025


