ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦୦ ଗିଗାୱାଟ ସୌର ପିଭି ମଡ୍ୟୁଲ ଉତ୍ପାଦନ କ୍ଷମତା ହାସଲ କରିବାରେ ଆତ୍ମନିର୍ଭରଶୀଳତା ଦିଗରେ ମାଇଲଖୁଣ୍ଟ ଏବଂ ସ୍ୱଚ୍ଛ ଶକ୍ତିକୁ ଲୋକପ୍ରିୟ କରିବା ପାଇଁ ପ୍ରୟାସକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ମାଇଲଖୁଣ୍ଟ! ଏହା ଭାରତର ଉତ୍ପାଦନ କ୍ଷମତାର ସଫଳତା ଏବଂ ସ୍ୱଚ୍ଛ ଶକ୍ତିକୁ ଲୋକପ୍ରିୟ କରିବା ଦିଗରେ ଆମର ପ୍ରୟାସକୁ ପ୍ରଦର୍ଶିତ କରୁଛି ।”
This is yet another milestone towards self-reliance! It depicts the success of India's manufacturing capabilities and our efforts towards popularising clean energy. https://t.co/ZLMkhtSx8u
— Narendra Modi (@narendramodi) August 13, 2025


