245ତମ ସ୍ଵାଧୀନତା ଦିବସ ଅବସରରେ ଆମେରିକା ରାଷ୍ଟ୍ରପତି ମହାମହିମ ଜୋ ବାଇଡେନ ଏବଂ ଆମେରିକାବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “@ପୋଟୁସ @ଜୋବାଇଡେନ ଏବଂ ଆମେରିକାବାସୀଙ୍କୁ ସେମାନଙ୍କ 245ତମ ସ୍ଵାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତ ଏବଂ ଆମେରିକା ସ୍ୱାଧୀନତା ଏବଂ ସ୍ୱାଧୀନତାର ମୂଲ୍ୟ ବାଣ୍ଟିଛନ୍ତି । ଆମର ରଣନୈତିକ ସହଭାଗୀତାର ପ୍ରକୃତ ବିଶ୍ୱସ୍ତରୀୟ ମହତ୍ତ୍ୱ ରହିଛି” ।
Warm felicitations and greetings to @POTUS @JoeBiden and the people of the USA on their 245th Independence Day. As vibrant democracies, India and USA share values of freedom and liberty. Our strategic partnership has a truly global significance.
— Narendra Modi (@narendramodi) July 4, 2021


