ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ଗୁରୁ ଦିବସ” ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଜଣଙ୍କ ଉଜ୍ୱଳ ଭବିଷ୍ୟତର ମୂଳଦୁଆ ପାଇଁ ଶିକ୍ଷକଙ୍କ ସମର୍ପଣ ଭାବନା ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ମୋଦୀ କହିଛନ୍ତି, “ଆମେ ଜଣେ ପ୍ରତିଷ୍ଠିତ ବିଦ୍ୱାନ ଏବଂ ଶିକ୍ଷକ ଡା. ଏସ. ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛୁ ।”

ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“ପ୍ରତ୍ୟେକଙ୍କୁ, ବିଶେଷ କରି ପରିଶ୍ରମୀ ଶିକ୍ଷକମାନଙ୍କୁ  #TeachersDay ର ହାର୍ଦ୍ଦିକ ଶୁଭକାମନା! ମନକୁ ସୁଦୃଢ଼ କରିବା ପାଇଁ ଏବଂ ଏକ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷକଙ୍କ ସମର୍ପଣ ଭାବନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ରତିବଦ୍ଧତା ଓ କରୁଣା ଅତ୍ୟନ୍ତ ଉଲ୍ଲେଖନୀୟ । ଆମେ ଜଣେ ପ୍ରତିଷ୍ଠିତ ବିଦ୍ୱାନ ଏବଂ ଶିକ୍ଷକ ଡା. ଏସ. ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଓ ବିଚାରଧାରାକୁ ସ୍ମରଣ କରୁଛନ୍ତି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's airport passenger handling capacity crosses 580 million: Govt

Media Coverage

India's airport passenger handling capacity crosses 580 million: Govt
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026