ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଅଦ୍ହା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଇଦ୍-ଉଲ୍-ଅଦ୍ହାର ହାର୍ଦ୍ଦିକ ଶୁଭକାମନା । ଏହି ଉତ୍ସବ ଆମ ସମାଜରେ ସଦ୍ଭାବନାକୁ ପ୍ରେରଣା ଦେଉ ଏବଂ ଶାନ୍ତି ସ୍ଥାପନାକୁ ମଜବୁତ କରୁ । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।”
Best wishes on Eid ul-Adha. May this occasion inspire harmony and strengthen the fabric of peace in our society. Wishing everyone good health and prosperity.
— Narendra Modi (@narendramodi) June 7, 2025


