ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିବା ଏକ ଐତିହାସିକ ମାଇଲଖୁଣ୍ଟ। ଶ୍ରୀ ମୋଦୀ କହିଥିଲେ ଯେ ଭାରତର ବିକାଶ ଯାତ୍ରାରେ ସିକିମର ଯୋଗଦାନ ଅତ୍ୟନ୍ତ ମୂଲ୍ୟବାନ ଏବଂ ପ୍ରଶଂସନୀୟ। ନିକଟରେ ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସିକିମ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ଉଷ୍ମତା ଏବଂ ସ୍ନେହ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ରାଜ୍ୟ ପ୍ରତିଷ୍ଠା ଦିବସରେ ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା। ଭାରତର ବିକାଶରେ ସିକିମର ଯୋଗଦାନ ଅତ୍ୟନ୍ତ ମୂଲ୍ୟବାନ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

ଏହି ଅବସର ଏପରି ଏକ ସମୟରେ ଆସିଛି ଯେତେବେଳେ ସିକିମ ୫୦ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛି। କିଛି ଦିନ ପୂର୍ବରୁ, ଏହି ଉତ୍ସବରେ ଯୋଗଦେବା ପାଇଁ ସିକିମର ଲୋକମାନଙ୍କ ମଧ୍ୟରେ ରହିବାର ସୌଭାଗ୍ୟ ମୋତେ ମିଳିଥିଲା। ସିକିମରେ ମୋତେ ଯେଉଁ ଉଷ୍ମତା ମିଳିଥିଲା, ତାହା ମୋ ସ୍ମୃତିର ଅଂଶ ହୋଇ ରହିବ। କେନ୍ଦ୍ର ସରକାର ଆଗାମୀ ସମୟରେ ସିକିମ୍ର ଅଭିବୃଦ୍ଧି ପଥକୁ ସମର୍ଥନ ଜାରି ରଖିବେ ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 14, 2026
August 14, 2026

From Solar Surge to $1 Trillion Exports — The Modi Multiplier Effect