ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିବୁ ଚେରୋବା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସାଜିବୁ ଚେରୋବାର ଶୁଭେଚ୍ଛା । ନୂଆବର୍ଷ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।”
Best wishes on Sajibu Cheiraoba. Have a great year ahead. pic.twitter.com/MVPNnifmkr
— Narendra Modi (@narendramodi) March 22, 2023


